2025 Asia Cupରେ IND vs PAK ମ୍ୟାଚ ଟିକଟ୍ ୧୫ ଲକ୍ଷରେ ବିକ୍ରି, ସେପଟେ ବଢ଼ିଲାଣି Match ବଏକଟ୍ ଦାବି
ନୂଆଦିଲ୍ଲୀ: ଏସିଆ କପ୍ 2025 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ 14 ସେପ୍ଟେମ୍ବରରେ ଦୁବାଇରେ ଖେଳାଯିବ। ଯଦିଓ କିଛି ପ୍ରଶଂସକ ଏହି ମ୍ୟାଚ୍ ବର୍ଜନ କରିବାକୁ ଦାବି କରୁଛନ୍ତି, ତଥାପି ଟିକେଟ୍…