ଶ୍ରେୟସଙ୍କ ବାପା ଖୋଲିିଲେ ଇଣ୍ଡିଆ ଟିମର ଗୁମର, ଦଳରେ Select ନ ହେବା ପରେ ଭାଙ୍ଗିପଡ଼ିଛନ୍ତି ଶ୍ରେୟସଙ୍କ ପରିବାର
ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ମଇଦାନକୁ ଓହ୍ଲାଇବାକୁ ଥିବା ଭାରତୀୟ ଖେଳାଳିଙ୍କ ଚୟନରେ ବଡ଼ ତ୍ରୁଟି ହୋଇଥିବା କହିଲେ ଶ୍ରେୟଶ ଅୟରଙ୍କ ବାପା ।
ଶ୍ରେୟସଙ୍କୁ ଦଳରୁ ବାଦ୍ କରାଯିବା ନେଇ ସନ୍ତୋଷ ଅୟର ଗଣମାଧ୍ୟମରେ…