ପାକିସ୍ତାନ ସେନା ମୁଖ୍ୟଙ୍କ ମନ ରଖିଲେ ଟ୍ରମ୍ପ, BLAକୁ ଆତଙ୍କବାଦୀ ସଂଗଠନ ଘୋଷିତ

ୱାଶିଂଟନ: ଆମେରିକା ବାଲୁଚିସ୍ତାନ ଲିବରେସନ ଆର୍ମି (BLA) ଏବଂ ମାଜିଦ ବ୍ରିଗେଡକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଭାବେ ଘୋଷଣା କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବିବୃତ୍ତି ଜାରି କରି…

ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି, ଲୋକଙ୍କୁ ପଦାକୁ ନ ବାହାରିବା ପାଇଁ ଅପିଲ୍‌

ନୂଆଦିଲ୍ଲୀ: ଆଜି ମଧ୍ୟ ଉତ୍ତରାଖଣ୍ଡ, ୟୁପି ଏବଂ ବିହାରରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି। ବିଳମ୍ବିତ ରାତିରୁ ଦିଲ୍ଲୀ-ଏନସିଆରରେ ବର୍ଷା ହେଉଛି। ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ରେଡ୍…

ମଙ୍ଗଳବାରରେ ଏହି ୪ ରାଶିଙ୍କୁ ମିଳିବ ସଫଳତା, ଚାକିରିରେ ପ୍ରମୋଶନ ଆପଣଙ୍କ ଦିନକୁ କରିଦେବ ଚମତ୍କାର

ଓଡ଼ିଶା ଭାସ୍କର: ଆଜି ଭାଦ୍ରପଦ କୃଷ୍ଣ ପକ୍ଷର ତୃତୀୟା ତିଥି ମଙ୍ଗଳବାର। ତୃତୀୟା ତିଥି ଆଜି ସକାଳ ୮ଟା ୪୧ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଥୀ ତିଥି ଲାଗିବ। ଆଜି ସଂଧ୍ୟା ୬ଟା ୫୪ ମିନିଟ ପର୍ଯ୍ୟନ୍ତ ସୁକର୍ମା…

Jioର ନିଦ ଉଡାଇବ BSNLର ଏହି ପ୍ଲାନ! ଏତିକି ଟଙ୍କାରେ ମିଳିବ 336 ଦିନର ଅନଲିମିଟେଡ୍ କଲିଂ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ତାର ଗ୍ରାହକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର 336 ଦିନିଆ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି, ଯାହାର ମୂଲ୍ୟ ମାତ୍ର 1499 ଟଙ୍କା। ଏହି ପ୍ଲାନରେ ଉପଭୋକ୍ତାମାନେ ଅସୀମିତ ଭଏସ୍…

ହାର୍ଟକୁ ସୁରକ୍ଷା ଦିଏ ଏହି 5 ନାଲି ଫଳ, ପ୍ରତ୍ୟେକ ରୋଗକୁ ରଖେ ଦୂରରେ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଥିବା ହୃଦରୋଗ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ହୃଦୟକୁ ସୁସ୍ଥ ଏବଂ ସଶକ୍ତ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ । ଆଜିକାଲି ହୃଦରୋଗ କେବଳ ବୟସ୍କ ଲୋକଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ…

ପଲିଥିନ ଜରିରେ ଲୁଚିଥିଲା ଡାକ୍ତର ବାବୁଙ୍କ ଷଡଯନ୍ତ୍ର, ଶାଶୁକୁ ୧୯ ଖଣ୍ଡ କରିଥିଲା ଜ୍ୱାଇଁ, କଟା ମୁଣ୍ଡରୁ ଥରାପଡ଼ିଲା ହତ୍ୟାକାଣ୍ଡର ରହସ୍ୟ

କର୍ଣ୍ଣାଟକ: କର୍ଣ୍ଣାଟକର ତୁମକରୁ ଜିଲ୍ଲାରେ ଖବର ପୋଲିସକୁ ଆଶ୍ଚର୍ଯ୍ୟ କରିଛି। ରାସ୍ତାରୁ ପୋଲିସ ୭ଟି କଳା ପଲିଥିନ୍ ବ୍ୟାଗ୍ ଜବତ କରିଛି। ଏହି ବ୍ୟାଗରେ ଜଣେ ମହିଳାଙ୍କ ମୁଣ୍ଡ ସହ ଶରୀର ୧୯ ଖଣ୍ଡ ମାସଂ ଟୁକଡ଼ା ଥିଲା।…

ମାଆକୁ ଏକା କରି ସବୁଦିନ ପାଇଁ ଚାଲିଗଲେ ବାପା-ଝିଅ, ଯୋଡ଼ାରେ ବଡ଼ ଦୁର୍ଘଟଣା

ଯୋଡ଼ା: ଏକ ବଡ଼ ଦୁର୍ଘଟଣା ଖବର କେନ୍ଦୁଝରରୁ ସାମ୍ନାକୁ ଆସିଛି। ଏଠାରେ ଏକ ଟ୍ରକ ଧକ୍କାରେ ଦୁଇବର୍ଷର ଝିଅ ଏବଂ ବାପାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗୁରୁତର ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।…

ସିନରେ ସୀମାପାର…., ସୁପରଷ୍ଟାରଙ୍କ ସହ ଏ କାମ କରିବାକୁ କହିଥିଲେ…, ଯାହା କେହି କେବେ ଭାବି ନ ଥିଲେ…

ଓଡିଶା ଭାସ୍କର: ସୌନ୍ଦର୍ଯ୍ୟର ରାଣୀ ସେ । ଆଖି ତାଙ୍କର ନୀଳ ନୟନା ଆଉ ଚାହାଣୀ ମାୟାବିନୀର ପ୍ରତିଛବି । କୋଟି କୋଟି ପ୍ରଶଂସକ ତାଙ୍କର ଡ୍ୟାନ୍ସରେ ମତୁଆଲା ହୋଇ କାମନାର ଶୀର୍ଷରେ ପହଞ୍ଚି ଯାଆନ୍ତି । ସିନେମା ହଲରେ…

ବେଡରେ ଲୁଚିଥିଲା କିନ୍ନରଙ୍କ ଶବ, ୪ ଦିନ ହେବ ଘରେ ଶଢ଼ୁଥିଲା ମୃତଦେହ, ପୁଅରୁ ଝିଅ ହେବା ପାଇଁ କରିଥିଲେ ଅସ୍ତ୍ରୋପଚାର

କାନପୁର: କାନପୁରର ହନୁମନ୍ତ ବିହାର ଅଞ୍ଚଳରେ ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି। ଜଣେ ୨୫ ବର୍ଷୀୟ କିନ୍ନର କାଜଲ ଏବଂ ତାଙ୍କ ୧୨ ବର୍ଷୀୟ ପାଳିତ ଭାଇ ଦେବଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି।…

ଭାରତ ମାଟିରେ ଲୁଚି ରହିଛି ସୁନା ଖଜାନା, ଜାଣନ୍ତୁ କେଉଁଠି ଅଛି ଦେଶର 5ଟି ବଡ଼ ସୁନା ଖଣି

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ସିହୋରା ତହସିଲର ମହଗୱାନ କେଓଲାରି ଗ୍ରାମ ନିକଟବର୍ତ୍ତୀ ବେଲା ଗ୍ରାମ ପଞ୍ଚାୟତରେ ସୁନାର ଏକ ବଡ଼ ଭଣ୍ଡାର ମିଳିଥିବା ନିଶ୍ଚିତ ହୋଇଛି । ବହୁ ବର୍ଷର…