ଫାରୁକ୍ ଅବଦୁଲ୍ଲାଙ୍କ ବଡ ବୟାନ: ‘ରାମ କେବଳ ହିନ୍ଦୁ ନୁହଁନ୍ତି ସମଗ୍ର ଜଗତର ପ୍ରଭୁ ଅଟନ୍ତି’
ଜାମ୍ମୁ: 'ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହଁନ୍ତି। ସେ ସମଗ୍ର ଜଗତର ପ୍ରଭୁ ଅଟନ୍ତି।' ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏକ ବଡ଼ ବୟାନ ଦେଇଛନ୍ତି।…