Featured ବିବାହ ବିଚ୍ଛେଦ ମଧ୍ୟରେ ସାନିଆ- ଶୋଏବଙ୍କ ବଡ ଘୋଷଣା: କହିଲେ ଆମେ… Abinash Kumar Dhal Nov 13, 2022 ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟରେ ଏକ ବଡ ଘୋଷଣା କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଯୋଡି ଆଗାମୀ…
Featured ସିନେ ପ୍ରେମୀଙ୍କ ପାଇଁ ଖୁସିର ଖବର, ନିର୍ମାଣ ହେବ RRR2, କାହାଣୀ ଉପରେ ଚାଲିଛି କାମ Abinash Kumar Dhal Nov 13, 2022 ନୂଆଦିଲ୍ଲୀ: ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଫିଲ୍ମ RRR2 ୨୦୨୨ର ସବୁଠୁ ବଡ ଫିଲ୍ମ ମଧ୍ୟରୁ ଗୋଟିଏ। ବକ୍ସ ଅଫିସରେ ବ୍ଲକବଷ୍ଟର ରହିବା ସହିତ ଫିଲ୍ମ ଭାରତରେ ୯୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଏହାର…
Top Stories ବିହାରରେ ବଢିବ ସଂରକ୍ଷଣ, ୭୭ପ୍ରତିଶତ କୋଟା ପାଇଁ ଦାବି କରିଲା ବିହାରର ସହଯୋଗୀ ଦଳ Odisha Bhaskar Bureau Nov 13, 2022 ପାଟନା: ବିହାରରେ ଏକ ମିଳିତ ଶାସନର ଅଂଶ ଭାହପା ମାଲେ ବିହାରର ସଂରକ୍ଷଣକୁ ୭୭ପ୍ରତିଶତ ବଢେଇବାକୁ ନେଇ ଦାବି କରିଛନ୍ତି । ରାଜ୍ୟ ସଚିବ କୁନାଲ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ କହିଛନ୍ତି ଯେ, ଝାଡଖଣ୍ଡ ପରି ବିହାରରେ…
Featured (ଭିଡିଓ)ବିପଦରେ ଫସିଥିବା ବିଜେପି ଗାଡିକୁ ଟାଣିଲା କଂଗ୍ରେସ, ଭିଡିଓ ସେୟାର କଲା ଆପ୍, କହିଲା… Abinash Kumar Dhal Nov 13, 2022 ନୂଆଦିଲ୍ଲୀ: ଗୁଜରାଟରେ ଏଥର ବିପଦରେ ଫଶିଥିବା ବିଜେପି ଗାଡି କଣ କଂଗ୍ରେସ ସାହାଯ୍ୟରେ ବାହାରକୁ ବାହାରିବ ? ଗୁଜରାଟରେ ଦୃଢତାର ସହ ନିର୍ବାଚନ ଲଢୁଥିବା ଆମ୍ ଆଦମୀ ପାର୍ଟି ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ…
Breaking News ପଦ୍ମପୁର ଉପନିର୍ବାଚନ:କାହାକୁ ପ୍ରାର୍ଥୀ କରିବ ବିଜେଡି,ଚର୍ଚ୍ଚାରେ ବିଜୟ ବରିହାଙ୍କ ବଡ ଝିଅ ବର୍ଷାଙ୍କ ନାମ Abinash Kumar Dhal Nov 13, 2022 ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଆଉ କଂଗ୍ରେସ ତାଙ୍କର ଟାଣୁଆ ନେତାଙ୍କୁ ମଇଦାନକୁ ଛାଡିଛି । ସେପଟେ ଖୁବ ଶୀଘ୍ର ବିଜେଡି ତାର ପ୍ରାର୍ଥି ନାମ ଘୋଷଣା କରିବ ବୋଲି ମନ୍ତ୍ରୀ ଶୁଶାନ୍ତ ସିଂ ସୂଚନା…
Breaking News ଆରମ୍ଭ ହେଲା ଟି ୨୦ ବିଶ୍ୱକପ୍ ମହାମୁକାବିଲା; ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଇଂଲଣ୍ଡ Abinash Kumar Dhal Nov 13, 2022 ନୂଆଦିଲ୍ଲୀ: ଆଜି ଟି -୨୦ ବିଶ୍ୱ କପର ଅନ୍ତିମ ଦିନ ବା ଫାଇନାଲ ମ୍ୟାଚ୍ । ଏହି ଫାଇନଲରେ ପାକିସ୍ତାନ ଏବଂ ଇଂଲଣ୍ଡ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଦିନ ୧.୫ ରେ ଖେଳ ଆରମ୍ଭ ହୋଇଥିବା ବେଳେ ଇଂଲଣ୍ଡ ଟସ୍ ଜିତିଛି…
Breaking News ଅର୍ଚ୍ଚନା ମାମଲାରେ ଆସିଲା ବଡ ଅପଡେଟ୍ : ଇଡି ଅଫିସରେ ଅର୍ଚ୍ଚନାଙ୍କ ବାପାଙ୍କୁ ଚାଲିଛି ଜେରା Abinash Kumar Dhal Nov 13, 2022 ଭୂବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଆସିଛି ଏକ ବଡ ଖବର । ଏହି ମାମଲାରେ ଇଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ବିଜନେସ୍…
Breaking News ମହଙ୍ଗା ହେବ ଗ୍ୟାସ ସିଲିଣ୍ଡର, ସରକାର କଲେ ଘୋଷଣା Odisha Bhaskar Bureau Nov 13, 2022 ନୂଆଦିଲ୍ଲୀ: ଦିନକୁ ଦିନ ସବୁ ଜିନିଷ ମହଙ୍ଗା ହେବାକୁ ଲାଗିଛି । ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ଓ ଜାଳେଣି ଗ୍ୟାସ ସହ ସବୁ ଦର ଉପର ମୁହାଁ ହୋଇ ଚାଲିଛି । ତେବେ ବିଗତ କିଛି ଦିନ ହେବ ସରକାର ଏହି ଗ୍ୟାସ ଦର…
Featured ମେଟା-ଟ୍ଵିଟର ପରେ Disneyର ବଡ ପଦକ୍ଷେପ, କର୍ମଚାରୀଙ୍କ ହେବ ଛଟେଇ Abinash Kumar Dhal Nov 13, 2022 ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଓ୍ଵେବସାଇଟ୍ ଟ୍ଵିଟର, ମେଟା ସମେତ ଅନେକ କମ୍ପାନିରେ ଛଟେଇ ପରେ ବର୍ତ୍ତମାନ ଓ୍ଵାଲ୍ଟ ଡିଜନୀ ମଧ୍ୟ ବଡ ପଦକ୍ଷେପ ନେଇଛି। କମ୍ପାନି ନୂତନ ନିଯୁକ୍ତି ଉପରେ ରୋକ୍ ଲଗାଇବା ସହ…
Featured Kuwait Wedding Fire:ପ୍ରତିଶୋଧ ନେବା ପାଇଁ ମହିଳା ରଚିଥିଲେ ଏଭଳି ଉନ୍ମୁକ୍ତ କାଣ୍ଡ , ଯାହାପାଇଁ ମାତ୍ର ୩ ମିନିଟରେ ଚାଲି ଗଲା ୫୭ ଜୀବନ ,… Abinash Kumar Dhal Nov 13, 2022 କାହାଣୀଟି କୁଏତର ବାସିନ୍ଦା ନାଜରା ୟୁସେଫ ମହମ୍ମଦ ଅଲ-ଏନେଜିଙ୍କ ଅଟେ। ଅଗଷ୍ଟ ୧୫, ୨୦୦୯ ରେ, ଏହି ମହିଳା ଏପରି ଅପରାଧ କରିଥିଲେ, ଯାହା ପରେ ଏଠାରେ ସରକାରଙ୍କୁ ଏହାର ଆଇନ ବଦଳାଇବାକୁ ପଡିଲା। ପ୍ରକୃତରେ, ନାଜରା କୁଏତ…