ସମୁଦ୍ର ପାଣିରେ ଭାସି ଆସିଲେ ୨୫୦୦ ମୃତ ବିରଳ ସିଲ; ଆଶ୍ଚର୍ଯ୍ୟ କରୁଛି ଏପରି ଘଟଣା

ନୂଆଦିଲ୍ଲୀ: ରୁଷର କାସପିନ୍ ସାଗର ଉପକୂଳରେ ବିରଳ ପ୍ରଜାତିର ୨୫୦୦ ମୃତ ସିଲ୍ ଭାସି ଆସି ସମୁଦ୍ର ତଟରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ସିଲଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କାସପିନ୍…

video: ହାତୀ ମୂର୍ତ୍ତିର ଗୋଡ଼ ତଳେ ଫସିଗଲେ ଭକ୍ତ; ଦେଖନ୍ତୁ ଗୁଜୁରାଟ ମନ୍ଦିରର ଏହି ଦୃଶ୍ୟ

ନୂଆଦିଲ୍ଲୀ: ଲୋକମାନେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପାଇବା ପାଇଁ ଅନେକ ସମୟରେ ମନ୍ଦିର ଏବଂ ଧାର୍ମିକସ୍ଥଳୀ ପରିଦର୍ଶନ କରନ୍ତି । ବେଳେବେଳେ, ଲୋକମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଅନନ୍ୟ କିମ୍ବା…

କ’ଣ ଜଣେ ହିନ୍ଦୁ ପୁରୁଷ ଦୁଇ ମହିଳାଙ୍କୁ ବିବାହ କରି ପାରିବେ ? ଜାଣନ୍ତୁ କ’ଣ କହୁଛି ଆଇନ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦୁଇ ଯାଁଆଳ ଭଉଣିଙ୍କୁ ଜଣେ ଯୁବକ ବିବାହ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯଦିଓ ଏହି ବିବାହ ଦୁଇ ପରିବାରର ସହମତିରେ ହୋଇଛି, କିନ୍ତୁ ଏହି ମାମଲାକୁ ନେଇ ଏବେ 'ବର' ବିରୁଦ୍ଧରେ…

ଆରମ୍ଭ ହେଲା RBI MPC ବୈଠକ; କେତେ ବଢିବ ଆପଣଙ୍କ EMI, ୭ ଡିସେମ୍ବରରେ ହେବ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମିତି (ଏମପିସି) ବୈଠକ ଆରମ୍ଭ ହୋଇଯାଇଛି । ଦରଦାମ ନିୟନ୍ତ୍ରଣ କରିବା ପାଇଁ ଏମପିସି ୦.୨୫- ୦.୩୫ ପ୍ରତିଶତ ଋଣ ହାର ବଢାଇପାରେ । ଏମପିସିର ତିନିଧରି ଚାଲିବାକୁ…

Exit Poll: ଗୁଜରାଟ-ହିମାଚଳରେ ବିଜେପିର ଘର ବାହୁଡା

ନୂଆଦିଲ୍ଲୀ: ଦେଶର ଦୁଇଟି ରାଜ୍ୟ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ପ୍ରକାଶ ପାଇଛି ଏକଜିଟ ପୋଲ। ବିଭିନ୍ନ ସଂସ୍ଥା ପକ୍ଷରୁ ଦୁଇ ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଏକଜିଟ ପୋଲ…

Delhi MCD Exit Poll: ଆମ ଆଦମୀ ପାର୍ଟି ଝାଡ଼ୁରେ ସଫା ବିଜେପି

ନୂଆଦିଲ୍ଲୀ: ଏମସିଡି ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍‌ରେ ଆମ ଆଦମୀ ପାର୍ଟି (ଆପ୍‌)କୁ ମିଳିଛି ବହୁମତ । ରାଜ୍ୟରେ କେଜ୍ରିୱାଲ ନିଜର ଦବଦବା ଏବେ ମଧ୍ୟ ବଜାୟ ରଖିଥିବା ଜଣାପଡିଛି । ଆଜ୍‌ ତକ୍ ଏକଜିଟ୍ ପୋଲ୍‌ରେ…

ଭାରତ- ପାକ୍ ସୀମାରେ ଡ୍ରୋନ ଓ ହେରୋଇନ ଉଦ୍ଧାର; ମିଳିତ ଅପରେସନ କଲେ ପୋଲିସ ଏବଂ ବିଏସଏଫ ଯବାନ

ନୂଆଦିଲ୍ଲୀ: ଗତ ସପ୍ତାହ ଧରି ଚୋରା ଚାଲାଣକାରୀମାନେ ପଞ୍ଜାବର ଭାରତ-ପାକିସ୍ଥାନ ସୀମାରେ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପବେଶ କରିବାକୁ ଅନେକ ଚେଷ୍ଟା କରିଛନ୍ତି । ଏଥି ସହିତ ସୀମାରେ ଥିବା ପଞ୍ଜାବ…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲର ଭାବେ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିଷୟରେ ଆସିଛି ନୂଆ ଅପଡେଟ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ଆବେଦନ ମାମଲାରେ ଇଡିକୁ ମିଳିଛି ମଞ୍ଜୁରୀ । ଏବେ ଅର୍ଚ୍ଚନାଙ୍କୁ ୭ ଦିନିଆ…

ଘରର ମନ୍ଦିରରେ କେବେବି କରନ୍ତୁ ନାହିଁ ଏହି ୭ଟି ଭୁଲ୍: ରାଗିଯିବେ ମା’ ଲକ୍ଷ୍ମୀ

ବାସ୍ତୁ ଅନୁସାରେ ମନ୍ଦିର ସବୁବେଳେ ଈଶାନ କୋଣ କିମ୍ବା ଉତ୍ତର କୋଣ ଦିଗରେ ରହିବା ଉଚିତ୍ । ଘରେ ମନ୍ଦିରର ସଠିକ୍ ଦିଗ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘରେ ଏକ ମନ୍ଦିର ରହିବାରୁ ଏହା ସକରାତ୍ମକ ଶକ୍ତିକୁ…

ଭୁବନେଶ୍ୱରରେ ଜଳିଗଲା ଏସବିଆଇ ଏଟିଏମ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟରେ ଥିବା ଏସବିଆଇ ଏଟିଏମ ପୋଡ଼ି ଯାଇଥିବା ସୂଚନା ମିଳିଛି । ଲକ୍ଷ୍ମୀସାଗର କେନାଲ ରୋଡ଼ ଓସ୍କାର ସିଟିରେ ଥିବା ଏଟିଏମ ଜଳି ଯାଇଛି । ଏହି ଏଟିଏମ ଉପରେ ପାଖାପାଖି ୫ ହଜାରରୁ…