ଆକ୍ରମଣ ପଛରେ ପାକିସ୍ଥାନୀ ସୈନ୍ୟ? ଆଉ ଜଣେ ଆକ୍ରମଣକାରୀଙ୍କ ନାମ ଘୋଷଣା କରିବେ ଇମ୍ରାନ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ଥାନ ସେନାଙ୍କ ପଛରେ ଲାଗିଛନ୍ତି । ବୁଧବାରଦିନ ସେ ଧମକର ସହ କହିଛନ୍ତି ଯେ, ମୁଁ ଅନ୍ୟ ଏକ ସେନା ଅଧିକାରୀଙ୍କ ନାମ ଉଲ୍ଲେଖ କରିବି ଯିଏ ମୋତେ…