LIC ର ଏହି ସ୍କିମରେ ପ୍ରତିଦିନ କରନ୍ତୁ ୧୫୮ ଟଙ୍କାର ନିବେଶ, ପିଲାଙ୍କୁ ମିଳିବ ଲକ୍ଷ ଲକ୍ଷ…
ନୂଆଦିଲ୍ଳୀ: ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଅନେକ ଭଲ ସ୍କିମ୍ ଆଣିଥାଏ । ଏଲଆଇସିର ଅନେକ ସ୍କିମ ଲୋକପ୍ରିୟ ଅଟେ । ଯେଉଁଥିରେ ଲୋକଙ୍କୁ ନିବେଶ କରି ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ ।…