ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏହି ଖାଦ୍ୟ: ଡାଏଟରେ କରନ୍ତୁ ନିଶ୍ଚୟ ସାମିଲ…
ସୋୟାବିନରେ ପୋଷକ ତତ୍ତ୍ୱ ଭରପୂର ରହିଛି । ସୋୟାବିନରେ ଥିବା ପୁଷ୍ଟିକର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ FSSAI ମଧ୍ୟ ଏହି ତଥ୍ୟକୁ ଗ୍ରହଣ କରିଛନ୍ତି…