ନର୍ସିଂ ହୋମରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଧାଇଁଲେ ରୋଗୀ, ନିଶ୍ୱାସ ନନେଇ ପାରିବାରୁ ଡାକ୍ତର ଓ ପୁଅ-ଝିଅ ମୃତ
ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଆଜି ସକାଳ ୫ଟାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଆର ମଧୁରାଜ ନର୍ସିିଂ ହୋମରେ ନିଆଁ ଲାଗିଯିବାରୁ ତାର ସଞ୍ଚାଳକ ଡାକ୍ତର ରାଜନ, ତାଙ୍କ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଛି । କୁହାଯାଇଛି କି,…