HSRP ଲଗାଇବା ସମୟସୀମା ବୃଦ୍ଧି କରିବେ ରାଜ୍ୟ ସରକାର! ଆସନ୍ତାକାଲି ଠାରୁ ଆରମ୍ଭ ଯାଞ୍ଚ, ଜାଣନ୍ତୁ କ’ଣ କହିଲେ ପରିବହନ କମିସନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର…

କର୍ମଚାରୀଙ୍କ ପାଇଁ ବଢିଲା ଛୁଟି, ଏଥିପାଇଁ କଟିବନି ସାଲରୀ: ଏମିତି ହେଲା ନୂଆ ଘୋଷଣା…

ନୂଆଦିଲ୍ଲୀ: କୌଣସି ବି କମ୍ପାନୀ ପାଇଁ ଏହାର କର୍ମଚାରୀମାନେ ହେଉଛନ୍ତି ଏହାର ମୂଲ୍ୟବାନ ସମ୍ପତ୍ତି । ତେଣୁ କର୍ମଚାରୀମାନଙ୍କୁ ଖୁସି ରଖିବା ପାଇଁ କମ୍ପାନୀ ଏବଂ ମାଲିକ ଏମିତି କିଛି ନା କିଛି ନିୟମ ଆଣିଥାନ୍ତି । କେବେ…

ମହାସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ: ସୃଷ୍ଟି ହେଲା ନୂଆ ଦ୍ୱୀପ…

ଅଷ୍ଟ୍ରେଲିଆ: ଆଜିକାଲି ଦୁନିଆରେ ବିଚିତ୍ର ପ୍ରକାର ଘଟଣା ଦେଖିବାକୁ ମିଳୁଛି । ଏଥି ସହିତ ଜଳବାୟୁ ପରିବର୍ତ୍ତନ କାରଣରୁ ମଧ୍ୟ ଆଜବ ଘଟଣା ସବୁ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆମେରିକାର ମହାକାଶ ଗବେଷଣା ଏଜେନ୍ସି…

ଧନତେରାସରେ ବଦଳିବ ୫ ରାଶିର ଭାଗ୍ୟ: ଶନିଦେବଙ୍କ ଗତିରେ ହେବ ପରିବର୍ତ୍ତନ

ଆସନ୍ତା ଅକ୍ଟୋବର ୨୩ ଅର୍ଥାତ ଧନତେରାସରେ ଶନିଙ୍କ ଗତିରେ ହେଉଛି ପରିବର୍ତ୍ତନ । ତେଣୁ ଧନତେରାସ ଦିନରେ ଗ୍ରହମାନଙ୍କର ସ୍ଥିତି ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ । ଗ୍ରହମାନଙ୍କର ଗତି ପରିବର୍ତ୍ତନର ପ୍ରଭାବ ସମସ୍ତ…

Diabetes ରୋଗୀ ଏହି ପାଞ୍ଚଟି ଖାଦ୍ୟ ଛାଡ଼ି ଦିଅନ୍ତୁ: ନଚେତ୍ ହୃଦରୋଗ, ଷ୍ଟ୍ରୋକ, ହାଇ ବ୍ଲଡ୍ ପ୍ରେସର ବୃଦ୍ଧି ପାଇବ

ଡାଇବେଟିସ ରୋଗୀମାନେ ଗମ୍ଭୀର ସ୍ଥିତିରୁ ରକ୍ଷା ପାଇବା ପାଇଁ ନିଜର ବ୍ଲଡ ଶୁଗରକୁ କଣ୍ଟ୍ରୋଲ କରିବା ନିହାତି ଜରୁରୀ । ହାଇ ବ୍ଲଡ୍ ଶୁଗର କାରଣରୁ ହୃଦ ରୋଗ, ଷ୍ଟ୍ରୋକ ଆଶଙ୍କା ବଢ଼ିଯାଇଥାଏ । ଏଥିପାଇଁ ଆପଣଙ୍କୁ ନିଜ…

ପାର୍ବଣକୁ ଫିକା କରିବ ବର୍ଷା:ଅକ୍ଟୋବର ୨ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୧.୫ କିମି ଯାଏଁ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି ।…

Whatsapp ଆଣୁଛି ନୂଆ ଅପଡେଟ: ଏକା ସାଙ୍ଗରେ ୩୨ ଜଣଙ୍କ ସହ ହୋଇପାରିବ ଭିଡିଓ କଲ

ଖୁବଶୀଘ୍ର ୟୁଜରମାନଙ୍କୁ ଏକ ନୂଆ ସୁବିଧା ଦେବାକୁ ଯାଉଛି ହ୍ୱାଟସଆପ । ଏହି ଫିଚର ଦ୍ୱାରା ହ୍ୱାଟସଆପ ଭିଡିଓ ଏବଂ ଭଏସ କଲରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ଯୋଡି ହୋଇପାରିବେ । ମ୍ୟାସେଜିଂ ଓ କଲିଂ ଲାଗି ଲୋକଙ୍କ ପ୍ରଥମ…

UGCର ନୂଆ ଗାଇଡଲାଇନ୍: ଏଣିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏକସଙ୍ଗେ କରିପାରିବେ ଏକାଧିକ କୋର୍ସ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଦିବ୍ୟାଙ୍ଗ ପିଲାମାନେ ଏଣିକି ଏକାଧିକ କୋର୍ସ କରିପାରିବେ । ଦିବ୍ୟାଙ୍ଗ…

ରାଶିଫଳ(ଶୁକ୍ରବାର,୩୦ ସେପ୍ଟେମ୍ବର,୨୦୨୨)

ମେଷ - କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ,…

ପିଠି ଯନ୍ତ୍ରଣାକୁ ନେଇ ଚିନ୍ତିତ ? ଉପଶମ ପାଇଁ ଆପଣାନ୍ତୁ ଏହି ଉପାୟ..

ଦୈନନ୍ଦିନ ଜୀବନରେ ଅଫିସରେ ବେଶୀ ଟାଇମ ବସିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ ପିଠି ଯନ୍ତ୍ରଣା ହୋଇଥାଏ। ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ…