ନବରାତ୍ରୀର ମହାନବମୀ କେବେ ଓ ଏହାର ମହତ୍ତ୍ୱ କ’ଣ ? ସେହିଦିନ ୩ଟି କାମ କଲେ ମା’ ହୋଇଯିବେ ପ୍ରସନ୍ନ
ଦେବୀ ଦୁର୍ଗା ହେଉଛନ୍ତି ଏହି ସଂସାରର ଆଧାର । ଏବେ ନବରାତ୍ରୀର ପାର୍ବଣ ଋତୁ ଚାଲିଛି । ୯ ଦିନ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କୁ ସହୃଦୟରେ ଡାକିବା ଦ୍ୱାରା ମନରୁ ଭୟ, ରୋଗ, ଦୋଷ ଆଦି ଦୂର ହୋଇଥାଏ । ନବରାତ୍ରୀରେ ପ୍ରତ୍ୟେକ…