M.S Dhoniଙ୍କୁ ପଛରେ ପକାଇଲେ ହିଟମ୍ୟାନ ରୋହିତ: ନିଜ ନାଁରେ କଲେ ଏହି ରେକର୍ଡ
ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ଏବେ ଜାରି ରହିଛି ରୋହିତ ସ୍ୱର୍ଣ୍ଣିମ ଯୁଗ । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ଅଧିନାୟକ ରୋହିତ ଶର୍ମା । ଏହା ମଧ୍ୟରେ ସେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ…