Bigg Boss 16ର ଆସିଲା ପ୍ରୋମୋ: ସୋସିଆଲ ମିଡିଆରେ ୟୁଜର୍ସମାନଙ୍କ ସ୍ପେସାଲ ଡିମାଣ୍ଡ…
ମୁମ୍ବାଇ: କଲର୍ସର ଲୋକପ୍ରୀୟ ରିଆଲିଟି ଶୋ ହେଉଛି ବିଗ୍ ବସ । ଯାହାର ସିଜନ ୧୬ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ଯାଇଛି । ତେବେ ଏହାରି ମଧ୍ୟରେ ବିଗ୍ ବସ ୧୬…