SVNIRTAR ପକ୍ଷରୁ ବାହାରିଲା ୬୦ଟି ପଦବୀ, ସେପ୍ଟେମ୍ବର ୧ ତାରିଖ ପୂର୍ବରୁ କରନ୍ତୁ ଆବେଦନ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟର ଅଫ୍ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଏସଭିନିରତାର) ପକ୍ଷରୁ ୬୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି ।…