UPI ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରିବା ହୋଇପାରେ ମହଙ୍ଗା, ଡେବିଟ୍ କାର୍ଡ କାରବାର ପାଇଁ ମଧ୍ୟ ଦେବାକୁ ପଡିବ ଚାର୍ଜ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁପିଆଇ ଆରମ୍ଭ ହେବା ଦିନଠାରୁ ଏହା ଖୁବ ସଫଳ ବୋଲି ପ୍ରମାଣିତ ହୋଇଛି। ଏହାର ଏକ ପ୍ରମୁଖ କାରଣ ହେଉଛି ସ୍ୱଳ୍ପ ସମୟରେ ପେମେଣ୍ଟ ହେଵା ଏବଂ ଏଥିପାଇଁ କୌଣସି ଦେୟ…

ଏହି କାରଣ ଯୋଗୁଁ ରାଧା-କୃଷ୍ଣଙ୍କର ହୋଇନଥିଲା ବିବାହ: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଶ୍ରୀକୃଷ୍ଣଙ୍କୁ ପ୍ରେମର ଦେବତା କୁହାଯାଏ । ରାଧା ବିନା କୃଷ୍ଣ ଅଧା । ବୟସର ୧୦ ବର୍ଷ ସେମାନଙ୍କ ଜୀବନ ପ୍ରେମର ରଙ୍ଗରେ ରଙ୍ଗିତ ହୋଇଥିଲା । ରାଧା-କୃଷ୍ଣଙ୍କ ଲୀଳା ଓ ପାଗଳାମୀ କାହାକୁ ଲୁଚା ନାହିଁ । ଆଜି ବି ତାଙ୍କର…

ଜର୍ମାନୀରେ ମିଳିଲା ମଙ୍କିପକ୍ସର ସାଙ୍ଘାତିକ କେସ୍: କଳା ପଡ଼ି ସଢ଼ିଗଲା ରୋଗୀଙ୍କ ନାକ

ନୂଆଦିଲ୍ଲୀ: ଦୁନିଆରେ ମଙ୍କିପକ୍ସରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଧିରେ ଧିରେ ଏହି ଭାଇରସ୍ ୯୦ରୁ ଅଧିକ ଦେଶରେ ବ୍ୟାପିଗଲାଣି । ପ୍ରତିଦିନ ଏହା ବିଷୟରେ ନୂଆ ଖୁଲାସା ହେଉଛି ଓ ଏହାର ନୂଆ ଲକ୍ଷଣ…

ଗର୍ଲଫ୍ରେଣ୍ଡଙ୍କୁ ଭେଟିବା ପାଇଁ ବୁର୍ଖା ପିନ୍ଧି ଯାଇଥିଲେ, “ଶାନ୍ତି ଭଙ୍ଗ” ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ: ୟୁପିରେ ଜଣେ ୨୫ ବର୍ଷ ଯୁବକ ବୁର୍ଖାରେ ଲୁଚି ପ୍ରେମିକାଙ୍କୁ ଭେଟିବା ପାଇଁ ଯିବା ମାହାଙ୍ଗା ପଡିଛି। ବୁର୍ଖା ତଳେ ପରିଚୟ ଲୁଚାଇବା କାରଣରୁ ତାଙ୍କୁ ଏବେ ଗିରଫ କରାଯାଇଥିଲା। ବୁର୍ଖା ପଛରେ ଲୁଚି…

ତୈଳଦର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ରର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ :ଦେଶରେ ତୈଳଦର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଗୁରୁବାର ଦିନ ଡିଜେଲ ରପ୍ତାନିରେ ଅପ୍ରତ୍ୟାସିତ ଲାଭ ଟିକସକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲିଟର ପିଛା ୭…

ବିଦେଶରେ ଥାଇ ମଧ୍ୟ ଜନ୍ମାଷ୍ଟମୀରେ ପ୍ରଭୁଙ୍କ ଆର୍ଶୀବାଦ ଗ୍ରହଣ କରିଲେ ସୁନାକ

ବ୍ରିଟେନ: ବୋରିସ ଜନସନ ଇସ୍ତଫା ଦେବା ପରେ ବିଟ୍ରେନ ବର୍ତ୍ତମାନ ତାର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ଯାଉଛି । ତେଣୁ ଏଥିପାଇଁ ଦୌଡରେ ଲିଜ ଟ୍ରସ ଆଉ ଋଷି ସୁନାକ ଅଛନ୍ତି । ବିଟ୍ରେନ ପ୍ରଧାନମନ୍ତ୍ରୀ ଦୌଡରେ ଥିବା…

(Video) ମଦ ପିଇ ଜବରଦସ୍ତ ନାଚିଲେ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ: ଭିଡିଓକୁ ନେଇ ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ତେବେ ଏହି ଭାଇରାଲ୍ ଭିଡିଓ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନଙ୍କର ବୋଲି ଜଣାପଡିଛି । ଏହି ଭିଡିଓରେ…

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ:ଟୁଇଟ୍ କରି ନିଜେ ଦେଲେ ସୂଚନା

ନୂଆ ଦିଲ୍ଲୀ: ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ ହୋଇଛି । ଏନ୍ ସି ଆର୍ ରେ ଆୟକର ବିଭାଗ ପକ୍ଷରୁ ୨୦ ଟି ସ୍ଥାନରେ ଏହି ଚଢାଉ ହୋଇଛି । ତେବେ ଏହି ଚଢାଉ ନେଇ ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀ ମନୀଷ…

ସହମତିରେ ଯୌନ ସମ୍ପର୍କ ରଖି ପାର୍ଟନରଙ୍କ ବିରୁଦ୍ଧରେ ହୋଇପାରିବନି ବଳାତ୍କାର ଅଭିଯୋଗ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଏକ ବଳାତ୍କାର ଅଭିଯୋଗର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ ବିଷୟରେ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ମହିଳା ଯଦି ସହମତି ଭିତ୍ତିରେ ତାଙ୍କ ସାଥୀଙ୍କ ସହିତ ଯୌନ ସମ୍ପର୍କ…

ଆଖି ପାଇଁ ହାନିକାରକ ଡାଏଟ୍‌ ସୋଡ଼ା, ହରାଇପାରନ୍ତି ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଖି ପାଇଁ ହାନିକାରକ ଡାଏଟ୍‌ ସୋଡ଼ା । ଅଧ୍ୟୟନ ଅନୁସାରେ, ଅତ୍ୟଧିକ ମାତ୍ରାରେ ଡାଏଟ୍‌ ସୋଡ଼ା ପିଇବା ଦ୍ୱାରା ‘ଡାଇବେଟିକ୍‌ ରେଟିନୋପାଥି’ ନାମକ ସ୍ଥିତି ଉପୁଜିଥାଏ, ଯାହା ଆଖି…