ଅମ୍ପୟାରଙ୍କ ପାଇଁ ଏ+ କ୍ୟାଟେଗୋରୀ ଲାଗୁ କଲା ବିସିସିଆଇ: ତାଲିକାରେ ୪ ଭାରତୀୟ ଅମ୍ପାୟରଙ୍କ ନା, ଜାଣନ୍ତୁ କଣ ମିଳିବ ସୁବିଧା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଖେଳାଳିଙ୍କ ପାଇଁ ବିଭିନ୍ନ ଗ୍ରେଡେସନ ବ୍ୟବସ୍ଥା ଲାଗୁ କରିଥିବା ବେଳେ ବର୍ତ୍ତମାନ ଅମ୍ପାୟରଙ୍କ ପାଇଁ ନୂତନ ଭାବେ ଲାଗୁ କରିଛି ଏ+ କ୍ୟାଟୋଗୋରୀ ଗ୍ରେଡେସନ…