ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପରେ ଉପକୃତ ଏତିକି ଲକ୍ଷ ଗରିବ ପରିବାର

ପୁରୀ: ଜିଲାର ପ୍ରାୟ ୪ ଲକ୍ଷ ଗରିବ ପରିବାରକୁ ବକେୟା ଦୁଇ ମାସର ଗହମ ମିଳିବ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସେମାନଙ୍କୁ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସର ଗହମ ଯୋଗାଇ…

ତାଳି ମାରନ୍ତୁ, ସୁସ୍ଥ ରୁହନ୍ତ..ନିରୋଗ ରହିବା ସହଜ ଉପାୟ, ଗବେଷଣାରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ, ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ । ଅନେକ…

ଆଜି ପ୍ରକାଶ ପାଇବ CBSE ପରୀକ୍ଷା ରେଜଲ୍ଟ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବାକୁ ଯାଉଛି ସିବିଏସଇ ପରୀକ୍ଷା ରେଜଲ୍ଟ । ସିବିଏସଇର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇବ । ସକାଳ ୧୦ଟାରେ ଦ୍ୱାଦଶ ଓ ଅପରାହ୍ନ ୨ଟାରେ ଦଶମ ରେଜଲ୍ଟ ବାହାରିବ ବୋଲି…

ରାଶିଫଳ(ଶୁକ୍ରବାର,୨୨ ଜୁଲାଇ,୨୦୨୨)

ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…

ଅବିବାହିତାଙ୍କର ରହିଛି ଗର୍ଭପାତ କରିବାର ଅଧିକାର, ଏତିକି ସପ୍ତାହର କଣ୍ଟ ରଖିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବିବାହିତ ଗର୍ଭବତୀମାନଙ୍କ ପାଇଁ ସଦୟ ହୋଇଛନ୍ତି ସୁପ୍ରିମକୋର୍ଟ । ଏକ ରାୟରେ ସୁପ୍ରିମକୋର୍ଟ ଅବିବାହିତା ମହିଳାଙ୍କୁ ତାଙ୍କ ଗର୍ଭ ନଷ୍ଟ କରିବାର କ୍ଷମତା ଦେଇଛନ୍ତି । ଅବଶ୍ୟ ଏଥିପାଇଁ କୋର୍ଟ ୨୪ ସପ୍ତାହର…

ଆଜି ପ୍ରଥମ ଦିନିକିଆ : ୱେଷ୍ଟଇଣ୍ଡିଜ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ଟିମ୍ ଇଣ୍ଡିଆର ଯୁବ ବିଗ୍ରେଡ୍ , ଅଧିନାୟକ ମଙ୍ଗ ସମ୍ଭାଳିବେ ଧାଓ୍ବନ

ପୋର୍ଟଅଫସ୍ପେନ: ଆଜିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ ଟିମ ଇଣ୍ଡିଆ। ଏଥିପାଇଁ ବର୍ଷା ସତ୍ତ୍ବେ ଭାରତୀୟ ଟିମ୍ ସମସୟ ନଷ୍ଟ ନ କରି ଇଣ୍ଡୋର ଅଭ୍ୟାସ କରିଥିଲେ। ଦଳ ଉନ୍ନତ ପଦର୍ଶନ ସହ ବିଜୟରୁ…

ଜୋ ବାଇଡେନଙ୍କୁ କ୍ୟାନସର: ଏକ ଭାଷଣରେ ଖୁଲାସା କଲେ ଆମେରିକା ରାଷ୍ଟ୍ରପତି, ତାଙ୍କ ବୟାନରେ ସାରା ଦେଶ ଚକିତ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ କ୍ୟାନ୍‌ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି । ଖୋଦ୍‌ ବାଇଡେନ୍‌ ଏହା ପ୍ରକାଶ କରିଛନ୍ତି । ତାଙ୍କର ଏପରି ବୟାନ ସାରା ଦେଶକୁ ଚକିତ କରିଛି । ଗ୍ଲୋବାଲ…

ଆଗାମୀ ୪ ଦିନ ଯାଏଁ ପ୍ରବଳ ଛେଚିବ, ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଏବେ ବି ଓଡ଼ିଶାରେ ସକ୍ରିୟ ରହିଛି ମୌସୁମୀ ।ଏହା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ତେବେ ଆଜିଠୁ ବର୍ଷା ପରିମାଣ ବଢ଼ିବ। ।  ଆଗାମୀ ୪ ଦିନ ଯାଏଁ ପ୍ରବଳ ଛେଚିବ। ,ଏ…

ରାଷ୍ଟ୍ରପତି ନିର୍ବାଚନ ରେଜଲ୍ଟ: ଭାରତବର୍ଷର କେଉଁ ରାଜ୍ୟରୁ ଦ୍ରୌପଦୀଙ୍କୁ କେତେ ଓ ଯଶୱନ୍ତଙ୍କୁ କେତେ ଭୋଟ ମିଳିଲା, ଦେଖନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ: ଆଜି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତକୁ ମିଳିଛି ନୂଆ ରାଷ୍ଟ୍ରପତି । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ…

ଗ୍ୟାଲେକ୍ସିରୁ ମିଳୁଛି ରହସ୍ୟମୟୀ ରେଡିଓ ସିଗନାଲ: କାହିଁକି ଏମିତି ଦାବି କଲେ MIT ବୈଜ୍ଞାନିକ?

ଗତ ୨ ବର୍ଷରୁ ଆମେରିକା ଏବଂ ଚୀନ ସମେତ ଅନେକ ଦେଶର ବୈଜ୍ଞାନିକ ଅନ୍ତରୀକ୍ଷରୁ ଆସୁଥିବା ଏହି ରହସ୍ୟମୟୀ ରେଡିଓ ସିଗନାଲକୁ ଧରିଛନ୍ତି । କିନ୍ତୁ ଏହା ମାତ୍ର କିଛି ମିଲି ସେକେଣ୍ଡ ପାଇଁ ରହିଥାଏ । ତେବେ ଏଥର ଏହା ସୁଦୂର…