ଶ୍ରାବଣ ମାସରେ ଆଜି ହେଉଛି କାଳାଷ୍ଟମୀ ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ମହତ୍ତ୍ୱ ଓ ପୂଜା ବିଧି

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତି ମାସରେ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ମାସିକ କାଳାଷ୍ଟମୀ ବ୍ରତ ରଖାଯାଏ । ଏହି ବ୍ରତ ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏହି ଦିନ…

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ୨୦୨୧ର ଅପରାଧ ସ୍ଥିତି ନେଇ ରହିଛି ଏପରି ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହବିଭାଗର ଶ୍ୱେତପତ୍ର ଆଜି ପ୍ରକାଶ ପାଇଛି । ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୧.୨ ମିଲିୟନ ଟିକେଟ୍‌ ବିକ୍ରି, ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌ ବୋହି ନେଲେ କ୍ରିକେଟ ପ୍ରେମୀ

ନୂଆଦିଲ୍ଲୀ: ଚଳିତ ଜୁଲାଇ ମାସ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟାଗାଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା ସାମିଲ ହୋଇଛି । ୧୯୯୮ କୁଆଲାଲମ୍ପୁର ରାଜ୍ୟ…

ନିଟ୍‌ ମହାଦୁର୍ନୀତିର ପର୍ଦ୍ଦାଫାସ : ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସିଟ୍‌, ୮ ଜଣଙ୍କୁ ବାନ୍ଧିଲା ସିବିଆଇ

ନୂଆଦିଲ୍ଲୀ: ମେଡିକାଲ କଲେରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍‌ରେ ହୋଇଛି ବ୍ୟାପକ ଦୁର୍ନୀତି । ଏହି ଦୁର୍ନୀତି ସହ ଜଡ଼ିତ ଗୋଟିଏ ବଡ଼ ତଥ୍ୟ ଆଜି ସାମ୍ନାକୁ ଆସିଛି । ମେଡିକାଲ କଲେଜରେ ଆଡମିସନ…

ଭୁବନେଶ୍ୱରରେ ପହଞ୍ଚିଲା ଡା.ଅଜୟ ପରିଡ଼ାଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ଗତକାଲି ଗୌହାଟୀରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ…

କ୍ୟାଟ୍ରିନାଙ୍କ ଭାଉଜ ହେବେ ଇଲିଆନା ! ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । କ୍ୟାଟ୍ରିନାଙ୍କ ଜନ୍ମଦିନରେ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମାଲଦ୍ୱୀପରେ ଛୁଟି କାଟୁଥିବାର ଦେଖିବାକୁ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ହେଡଫୋନ୍ ହେବ କାଳ, ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ବଧିର ହୋଇପାରନ୍ତି

ନୁଆଦିଲ୍ଲୀ: ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି, ଯାହା ପୁରା ବିଶ୍ୱବାସୀଙ୍କୁ ଚକିତ କରିଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧୮୬,୪୬୦ ଲୋକ ସାମିଲ କରାଯାଇଥିଲା । ଗବେଷଣା ଅନୁଯାୟୀ,…

ଆଗକୁ ପୁଣି ବଢ଼ିବ ବର୍ଷା, ୨୧ରୁ ପ୍ରବଳ ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ବି ବର୍ଷା ପରିମାଣ କମିଛି। କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିଲା। ତେବେ ଆଜି ବି ସେହିଭଳି ପାଗ ଜାରି…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା: ୧୪ ସାମଗ୍ରୀ ଉପରେ ଲାଗିବନି GST

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼ରେ ଘାଣ୍ଟି ହେବେ ସାଧାରଣ ଜନତା । ପୂର୍ବରୁ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିରେ ଛଟପଟ ହେଉଥିବା ଦେଶବାସୀଙ୍କୁ ଏବେ ଡାଲି ଭାତ ଉପରେ ମଧ୍ୟ ଟିକସ ଗଣିବାକୁ ପଡ଼ିବ । ଚଳିତ ମାସ ୧୮…

ନୂଆ ସବ୍-ଭାରିଆଣ୍ଟ ବଢାଉଛି ସଂକ୍ରମଣ: ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଥିବା ବେଳେ ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲା କରୋନାର ହଟସ୍ପଟ୍ ପାଲଟିଥିବାବେଳେ ଏହାକୁ ରେଡଜୋନ୍…