UIDAI ନେବ ଟପ୍-୨୦ ହ୍ୟାକରଙ୍କ ସାହାଯ୍ୟ: ଆଧାର କାର୍ଡ ସିକ୍ୟୁରିଟି ସିଷ୍ଟମରେ ରହିଛି ତ୍ରୁଟି
ନୂଆଦିଲ୍ଲୀ: ଦେଶର ସମସ୍ତ ନାଗରିକଙ୍କ ପାଇଁ ଖୁବ ଜରୁରୀ ହୋଇପଡିଛି ଆଧାର କାର୍ଡ । ଭାରତର ୧୩୨ କୋଟି ଲୋକଙ୍କ ଆଧାର ଡାଟା ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଭାରତୀୟ ସ୍ୱତନ୍ତ୍ର ପରିଚୟ…