ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା, ବାଦଲଫଟା ବର୍ଷାରେ ନିଖୋଜ ତୀର୍ଥଯାତ୍ରୀଙ୍କ ଚାଲିଛି ଖୋଜା
ଜାମ୍ମୁ: ଅମରନାଥ ଯାତ୍ରାରେ ବର୍ଷା ବାଧକ ସାଜିଛି। ମୁଶଳଧାରା ବର୍ଷାରେ ନିଖୋଜ ହୋଇଯାଇଥିବା ଯାତ୍ରୀଙ୍କ ଖୋଜା ଚାଲିଛି। ଏହାରି ମଧ୍ୟରେ ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇ ଯାଇଛି। ପବିତ୍ର ଗୁମ୍ଫାକୁ ଜାମ୍ମୁ ବେସ୍ରୁ…