ରାଜଧାନୀରେ ପହିଲାରୁ ଚାଲିବନି ଡିଜେଲ ଗାଡି: ଜାଣନ୍ତୁ କେବେ ଯାଏ ରହିବ କଟକଣା
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି ପ୍ରଦୂଷଣ । ବିଭିନ୍ନ କଳକାରଖାନା, ଗାଡି ମୋଟର ଧୂଆଁରେ ଦୂଷିତ ହେବାରେ ଲାଗିଛି ବାୟୁମଣ୍ଡଳ । ଫଳରେ ନାନା ପ୍ରକାରର ରୋଗକୁ ଏବେ ଦେଶ ସାମନା କରୁଛି । ତେବେ ପ୍ରଦୂଷଣ ଭିତରେ…