ନେତାଜୀ ସୁଭାଷଙ୍କ ସାଥୀ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଲାଲଙ୍କ ପରଲୋକ, ମନେ ପକାଇଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତୀୟ ରାଷ୍ଟ୍ରୀୟ ସେନା ଆଜାଦ ହିନ୍ଦ ଫୌଜର ମେଜର ଭାବେ କାର୍ଯ୍ୟ କରିଥିବା ଈଶ୍ୱର ଲାଲ ସିଂହ ଆଉ ନାହାନ୍ତି । ୯୨ ବର୍ଷ ବୟସରେ ସିଙ୍ଗାପୁରରେ ତାଙ୍କର ମୃତ୍ୟୁ ଘଟିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ…

ଇଂଲଣ୍ଡକୁ ହରାଇ ଫାଇନାଲରେ ଟିମ ଇଣ୍ଡିଆ: CWG ଟୁର୍ଣ୍ଣାମେଣ୍ଟରୁ ମେଡାଲ ଆଣିବା ହେଲା ସୁନିଶ୍ଚିତ

ବର୍ମିଂହାମ: କମନୱେଲଥ ଗେମ୍ସରେ ଫାଇନାଲରେ ନିଜ ଜାଗା ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ । ସେମିଫାଇନାଲରେ ଇଂଲଣ୍ଡ ଉପରେ ରୋମାଞ୍ଚକର ବିଜୟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ମେଡାଲ ଆଶାକୁ ଆହୁରି ଦୃଢୀଭୂତ କରିଛି…

ଏହା ଦୈବୀ ଶକ୍ତି ନା ଯାଦୁ: ହଠାତ୍ ଭାଙ୍ଗି ପଡ଼ିଲା ୩୦ ବର୍ଷର ପୁରୁଣା ଏକ ବିଶାଳକାୟ ଗଛ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରି ପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିନଥାନ୍ତି । ତେବେ ୩୦ ବର୍ଷର ଏକ ପୁରୁଣା ଗଛ ହଠାତ୍ ଭାଙ୍ଗି ପଡ଼ିଥିଲା । ଏହି ଦୃଶ୍ୟ ଭିଡିଓରେ ରେକର୍ଡ ହୋଇଛି ।…

AC ବ୍ୟବହାରକାରୀଙ୍କ ପାଇଁ ସରକାରୀ ନିୟମ, ୨୭ ଡିଗ୍ରୀରୁ କମ୍ କରିପାରିବେ ନାହିଁ

ଖରା ଗରମରେ ଏସି ଥଣ୍ଡାରେ ବସିବାକୁ କାହାକୁ ବା' ପସନ୍ଦ ନୁହେଁ । ଏସିରେ ତାପମାତ୍ରାକୁ କମ୍ କରନ୍ତୁ ଆଉ ଥଣ୍ଡା ଥଣ୍ଡା ପବନର ମଜା ନିଅନ୍ତୁ । କିନ୍ତୁ ଯଦି ସରକାରହିଁ ଏସିରେ ତାପମାତ୍ରା କମାଇବାକୁ ମନା କରନ୍ତି । ତେବେ…

ତୁଚ୍ଛ ହେଲା ସଂପର୍କ: ଚାପୁଡ଼ା ମାରିଲା ପୁଅ, ଚାଲିଗଲା ମା’ର ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଏଭଳି ଅନେକ ଖବର ସାମ୍ନାକୁ ଆସୁଛି । ଯେଉଁଠାରେ ନିଜ ରକ୍ତର ସଂପର୍କ ମଧ୍ୟରେ ଫାଟ ଦେଖିବାକୁ ମିଳୁଛି । କେତେବେଳେ ପରିବାର ଲୋକଙ୍କୁ ପର କରୁଛନ୍ତି ନିଜ ପିଲାମାନେ, ତ' ପୁଣି…

ରୋହିତ ଖେଳିବେ ତ ଚତୁର୍ଥ ମ୍ୟାଚ? 4th ଟି-୨୦ ପାଇଁ ଏମିତି ରହିପାରେ ଭାରତର Playing 11…

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଆଜି ଆମେରିକାର ଫ୍ଲୋରିଡାରେ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଏବଂ ତାଙ୍କ ଫିଟନେସକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ଏହି…

Congress ଚାହୁଁଛି କ’ଣ: ପ୍ରିୟଙ୍କା ପୋଲିସକୁ ଗୋଇଠା ମାରୁଛନ୍ତି, ରାହୁଲ ନିଜ ସହଯୋଗୀଙ୍କ ସାର୍ଟ ଫାଡ଼ୁଛନ୍ତି, BJPର ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ଗତକାଲି କଂଗ୍ରେସ କଳା କପଡ଼ା ପରିଧାନ କରି ମହଙ୍ଗା ମାଡ଼, ବେରୋଜଗାରୀ ଓ ଜିଏସଟିକୁ ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ବିକ୍ଷୋଭ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ କଂଗ୍ରେସ…

ଇତିହାସ ରଚିଲେ ଅବିନାଶ: ନେସନାଲ ରେକର୍ଡ ସହ ସିଲଭର ମେଡାଲ ହାତେଇଲେ ‘ଆର୍ମି ମ୍ୟାନ’

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ-୨୦୨୨ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ଉପହାର ଦେଇଛନ୍ତି ଭାରତର ଷ୍ଟାର ଆଥଲେଟ ଅବିନାଶ ସାବଲେ । ୩୦୦୦ ମିଟର ଷ୍ଟିପଲ ରନିଙ୍ଗ ଇଭେଣ୍ଟରେ ଭାରତକୁ ଏହି ପଦକ ଜିତାଇଛନ୍ତି ‘ଆର୍ମି ମ୍ୟାନ୍’…

ଏଣିକି ଛାତ୍ରଛାତ୍ରୀଙ୍କୁ ୬ ମାସ ମଧ୍ୟରେ ମିଳିବ ସାର୍ଟିଫିକେଟ ଓ ମାର୍କଶିଟ୍, ସମସ୍ତ ୟୁନିଭରସିଟି ଓ ଡିଗ୍ରୀ କଲେଜକୁ UGCର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ସଠିକ୍ ସମୟରେ ସାର୍ଟିଫିକେଟ ଓ ମାର୍କଶିଟ୍ ମିଳିବ । ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କୁ ୬ ମାସରେ…

BSNL କର୍ମଚାରୀଙ୍କୁ କଡା ଚେତାବନୀ: ହଠାତ୍ ଘରକୁ ଯିବାକୁ କାହିଁକି କହିଲେ କେନ୍ଦ୍ରମନ୍ତ୍ରୀ?

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ‘BSNL’ର ସମସ୍ତ କର୍ମଚାରୀଙ୍କୁ କଡା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । ହଠାତ୍ ସେମାନଙ୍କୁ ଘରକୁ ଯିବା ପାଇଁ କଡା ଆଭିମୁଖ୍ୟ ଶୁଣାଇଛନ୍ତି ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ…