୫ ବର୍ଷର ଶିଶୁ ତଣ୍ଟିରେ ଫସିଗଲା ହୁଇସିଲ୍: କଥା ବଦଳରେ ବାହାରିଲା ଶବ୍ଦ

ନୂଆଦିଲ୍ଲୀ: ଛୋଟ ପିଲାମାନେ ସାଧାରଣତଃ ହୁଇସିଲ ବଜାଇବାକୁ ଭଲ ପାଆନ୍ତି । କାନ୍ଦୁଥିବା ପିଲାମାନଙ୍କୁ ଚୁପ୍ କରାଇବା ପାଇଁ ବେଳେବେଳେ ସମ୍ପର୍କୀୟମାନେ ଏହି ହୁଇସିଲକୁ ଧରାଇ ଦେଇଥାଆନ୍ତି । କିନ୍ତୁ ହୁଇସିଲରେ ଖେଳିବା…

Air India ପାଇଲଟଙ୍କ ପାଇଁ ଖୁସିଖବର, କମ୍ପାନୀ ଆଣିଲା ଅବସର ପରେ ପୁଣିଥରେ ଚାକିରି ଅଫର୍

ଟାଟା ଗ୍ରୁପ୍ର ସ୍ୱାମିତ୍ୱରେ ଥିବା ଏୟାର ଇଣ୍ଡିଆ ଏହାର ଅବସରପ୍ରାପ୍ତ ପାଇଲଟଙ୍କ ପାଇଁ ଏକ ନୂଆ ଯୋଜନା ଆଣିବାକୁ ଯାଉଛି । ପାଇଲଟଙ୍କ ଅବସର ପରେ ସେମାନଙ୍କୁ ପୁଣି ଥରେ ପାଞ୍ଚ ବର୍ଷ ପାଇଁ କାମରେ ରଖିବାକୁ ଯୋଜନା କରୁଛି…

ବରୁଣ ଗାନ୍ଧୀ କଲେ ଏପରି ଘୋଷଣା ଦେଶର ସମସ୍ତ ସାଂସଦ ଓ ବିଧାୟକ ଟେନ୍‌ସନ୍‌ରେ!

ନୂଆଦିଲ୍ଲୀ: ଅଗ୍ନିପଥ ସ୍କିମ୍‌କୁ ନେଇ ପୁରା ଦେଶରେ ବିଦ୍ରୋହ ପରି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ଲାଗି ରହିଛି। ଏହି ସମୟରେ ବିଜେପି ନେତା ବରୁଣ ଗାନ୍ଧୀ ଅଗ୍ନିବୀର କର୍ମଚାରୀଙ୍କୁ ପେନ୍‌ସନ୍‌…

ଭୁବନେଶ୍ୱର ଏମ୍ସରେ ବାହାରିଲା ନିଯୁକ୍ତି, ଦରମା ୩୫୦୦୦ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ) ଭୁବନେଶ୍ୱରରେ ସିନିୟର ରିସର୍ଚ୍ଚ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। ସ୍ନାତକୋତ୍ତର ପାସ୍ କରିଥିବା ଯୁବକମାନେ ଏହି…

୩୦ ଜୁନରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଜାଣନ୍ତୁ ଏହି ପବିତ୍ର ସ୍ଥାନର ରହସ୍ୟ

ବରଫ ବାବା ଭାବେ ପରିଚିତ ଅବରନାଥ ଧାମର ଇତିହାସ ବହୁ ପୁରୁଣା । ପବିତ୍ରସ୍ଥଳ ମଧ୍ୟରୁ ଅବରନାଥ ଧାମ ଶୈବ ପୀଠ ଅନ୍ୟତମ । ବାବା ଅମରନାଥ ଧାମରେ ଥିବା ବରଫର ଶିବ ଲିଙ୍ଗ ଦର୍ଶନ ପାଇଁ ପ୍ରତ୍ୟେକ ବର୍ଷ ବହୁ ଦୂର ଦୂରାନ୍ତରରୁ…

ଟ୍ରେନରେ ଛିଡ଼ା ହୋଇ ମାରୁଥିଲେ ଷ୍ଟାଇଲ: ହୋଇଗଲା ଯମଙ୍କ ଦର୍ଶନ

ଓଡ଼ିଶା ଭାସ୍କର: ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କୁ ଯାତ୍ରା କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ ନିୟମ ମାନିବା ପାଇଁ ବାରମ୍ବାର ସଚେତନ କରିଥାଏ । ଯାତ୍ରୀମାନେ ସିଟରେ ବସିବା ସହ ଚାଲୁଥିବା ଟ୍ରେନରେ ଚଢିବା ଓହ୍ଲାଇବା…

(Video) ଚାଲିଗଲେ ରାଇମୋହନ: ଏପରି ଆରମ୍ଭ କରିଥିଲେ ଅଭିନୟ କ୍ୟାରିୟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଆଜି ଏକ ଦୁଃଖଦ ଦିନ । ଖଳନାୟକ ଭୂମିକାରେ ଅଭିନୟ କରି ସମସ୍ତ ମନ ମୋହୁଥିବା ଅଭିନେତା ରାଇମୋହନ ପରିଡ଼ା ଆଉ ଏ ଦୁନିଆରେ ନାହାନ୍ତି । ପ୍ରାଚୀ ବିହାର ଘରୁ…

ପତଳା ହେବା ନିଶାରେ ମୃତ୍ୟୁ ମୁଖରେ ପଡ଼ିଲେ ଯୁବତୀ: କରିଲେ ଏପରି କାମ ଓଜନ ହୋଇଗଲା ୨୫ କେଜି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନିଜ ଶରୀରର ମୋଟାପଣ କମାଇବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟକୁ ଅନୁସରଣ କରିଥାଆନ୍ତି । ସେହିପରି ଖାଦ୍ୟ ଖାଇବାରେ ନିୟନ୍ତ୍ରଣ ସହ ବିଭିନ୍ନ ଏକ୍ସରସାଇଜ କରିଥାଆନ୍ତି।…

କରୋନା ଭ୍ୟାକ୍ସିନର ସଫଳତା: ବର୍ଷେ ଭିତରେ ଟୀକା ବଞ୍ଚାଇଛି ୪୨ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀରେ ଭ୍ୟାକ୍ସିନକୁ ମିଳିଛି ବଡ଼ ସଫଳତା । ମହାମାରୀ ସମୟରେ ଅନେକ ପରିବାର ନିଜର ଆତ୍ମୀୟଙ୍କୁ ହରାଇଥିବା ବେଳେ କରୋନା ଭ୍ୟାକ୍ସିନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇଛି । ‘ଦ ଲେସେଣ୍ଟ…

(Video) ଓଲିଉଡ ଅଭିନେତା ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଅଭିନେତା ରାଇମୋହନ ପରିଡ଼ାଙ୍କର ପରଲୋକ । ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଅଭିନେତା ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା…