ସାବଧାନ! ବାଇକରେ ତେଲ କମ୍ ଥିଲେ କଟିବ ଚାଲାଣ: ଜାଣନ୍ତୁ ଏହି ନିୟମ

ନୂଆଦିଲ୍ଲୀ: ଗାଡିରେ ତେଲ କମ୍ ରହିଲେ ମଧ୍ୟ ଆପଣଙ୍କର ଚାଲାଣ କଟାଯାଇପାରେ ଏବଂ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ । ପ୍ରାୟ ସମସ୍ତ ଲୋକ ଏହି ନିୟମ ବିଷୟରେ ଜାଣି ନଥାନ୍ତି । ତେବେ ଟ୍ରାଫିକ ରୁଲରେ ଏହି ନିୟମ ରହିଛି…

ଯୌନ ସମ୍ପର୍କ ସମୟରେ ନକଲି ଲିଙ୍ଗ ବ୍ୟବହାର କରି ୧୦ ବର୍ଷ ଜେଲ ଗଲେ ଟ୍ରାନ୍ସଜେଣ୍ଡର

ନୂଆଦିଲ୍ଲୀ: ଲଣ୍ଡନରେ ଜଣେ ଟ୍ରାନ୍ସଜେଣ୍ଡର ଦୁଇ ମହିଳା ଏବଂ ଜଣେ ନାବାଳିକା ସହିତ ଏକ ନକଲି ଲିଙ୍ଗ ସହିତ ଯୌନ ସମ୍ପର୍କ ରଖି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିପାଇଁ କୋର୍ଟ ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ…

ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା: ଏଣିକି ଏହି ଜିନିଷ ଉପରେ ବି ମିଳିବ ସବସିଡି

ନୂଆଦିଲ୍ଲୀ: ଚାଷୀଙ୍କ ରୋଜଗାର ବଢ଼ାଇବାକୁ ଓ ତାଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଲାଗୁ ହୋଇଛି । ପୂର୍ବରୁ ୟୁପି ସରକାର, ରାଜସ୍ଥାନ ସରକାର, ଛତିଶଗଡ…

ଷ୍ଟାର ବିବାଦର ସମାଧାନ ପାଇଁ ଚାଲିଛି ଉଦ୍ୟମ: ତୃପ୍ତିଙ୍କ ଘରେ ବାବୁଙ୍କ ଘନିଷ୍ଠ ବନ୍ଧୁ

ଭୁବନେଶ୍ୱର: ବାବୁସାନ-ତୃପ୍ତି ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ଗୋଟିଏ ପଟେ ଅଭିନେତା ବାବୁସାନ ମିଡିଆ ସ୬ାମନାରେ କିଛି କହୁ ନଥିବା ବେଳେ ଭିତରେ ଭିତରେ ତୃପ୍ତିଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଉଛି ।…

୨୦୧୬ ଏବଂ ୨୦୧୮ ମେକ୍ ଇନ୍ ଓଡ଼ିଶାରେ ଆଗ୍ରହ ପ୍ରସ୍ତାବ ୬ ଲକ୍ଷ କୋଟି, ପୁଞ୍ଜିନିବେଶ ୫୬୭୪.୫୬ କୋଟି; ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି 'ମେକ୍ ଇନ୍ ଓଡ଼ିଶା କନକ୍ଲେଭ''ର ତୃତୀୟ ସଂସ୍କରଣ। ଏହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଦେଶ ତଥା ଦେଶ ବାହାରର ପୁଞ୍ଜିପତିମାନେ ଯୋଗ…

ଆଜି ପ୍ରଥମ ଟି-୨୦: ରାହୁଲଙ୍କ ବଦଳରେ ସାମସନ ଦଳରେ ସାମିଲ୍, ବଡ ପ୍ରଶ୍ନ ରୋହିତଙ୍କ ସହ କିଏ ଓପନିଂ କରିବ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜିଠୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। କୋଭିଡ୍-୧୯ ପଜିଟିଭ୍ କାରଣରୁ କେଏଲ ରାହୁଲ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କୁ ଏହି ସିରିଜ୍ ପାଇଁ ଚୟନ…

କ୍ରେଡିଟ୍-ଡେବିଟ୍ କାର୍ଡ ପାଇଁ RBIର ନୂଆ ଗାଇଡଲାଇନ୍! ଏଣିକି କାର୍ଡଧାରୀଙ୍କୁ ପ୍ରତିଦିନ ମିଳିବ ₹ ୫୦୦

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ଜାରି କରିବା ଓ ସଞ୍ଚାଳନ ଉପରେ ଆରବିଆଇ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରିଛି । ଆରବିଆଇର ନିର୍ଦ୍ଦେଶ…

ATM Cardରେ ମିଳେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ Insurance: ଜାଣି ରଖନ୍ତୁ ଏହି ସବୁ ନିୟମ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ବହୁତ କମ ଲୋକ ଏମିତି ଥିବେ ଯେଉଁମାନେ ATM କାର୍ଡର ବ୍ୟବହାର ଜାଣି ନଥିବେ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ରୁପେ କାର୍ଡ ଯୋଗୁଁ ଏବେ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ…

Commonwealth Games: 2022 ଜାଣନ୍ତୁ ଭାରତର ପ୍ରଥମ ଦିନର କ୍ରୀଡାସୂଚୀ

ନୂଆଦିଲ୍ଲୀ: ବର୍ମିଂହାମରେ ଆଜି ଉଦଘାଟନ ହୋଇ ସାରିଛି ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨। ପ୍ରଥମ ଦିନରେ ଭାରତୀୟ ଦଳର ଅନେକ ଆଥଲେଟ୍ ମଇଦାନକୁ ଓହ୍ଲାଇବେ। ଭାରତୀୟ ମହିଳା କ୍ରିକେଟ୍ ଦଳର ମୁକାବିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆ…

ଅର୍ପିତାଙ୍କ ଘରୁ ଗାଏବ ଚାରି ଗାଡି, ସିସିଟିଭି ଜରିଆରେ ଇଡିର ଧରପଗଡ ଜାରି

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର‌୍ୟ୍ୟାନୁଷ୍ଠାନ ଜାରି ରହିଛି। ଆଉ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଳା ପୁଳା ଟଙ୍କା ମଧ୍ୟ ମିଳିବାରେ ଲାଗିଛି। ତେବେ ଅଭିନେତ୍ରୀ ଅର୍ପିତା…