ଘରେ ଏକୁଟିଆ ଥିବା ବେଳେ ଶରୀରରେ ଲାଗିଗଲା ନିଆଁ, ମାନସିକ ଅନଗ୍ରସର ଯୁବତୀ ହୋଇଗଲେ ଜୀବନ୍ତ ଦଗ୍ଧ
କଟକ (ଭାସ୍କର ନ୍ୟୁଜ୍): ସୋମବାର ରାତିରେ କଟକ ସହର ଖଟ୍ବିନ୍ ସାହି ଖ୍ରୀଷ୍ଟିଆନ୍ ସାହିରେ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବାପ-ମା’ ପଦାକୁ ଯାଇଥିବାବେଳେ ହଠାତ୍ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।…