କୋଭିଡ୍ ଆମକୁ ବହୁତ କିଛି ଶିକ୍ଷା ଦେଇଛି: ମହାମାରୀକୁ ନେଇ ରାଜ୍ୟ ସରକାର ଆରମ୍ଭ କରିବେ ରିସର୍ଚ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମହାମାରୀ ଦୁଇବର୍ଷ ଧରି ମାନବ ସମାଜକୁ କବଳିତ କରି ରଖିଥିଲା । ତେବେ ବର୍ତ୍ତମାନ ମଧ୍ୟ କୋଭିଡର ଆଶଙ୍କା ହ୍ରାସ ପାଇନାହିଁ । କୋଭିଡ୍ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥିବା…