ପ୍ରତି ଶିଶୁ ପିଛା ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ଟଙ୍କା, ବଜେଟରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଶିଶୁଙ୍କର ଉନ୍ନତି ହିଁ ଭବିଷ୍ୟତରେ ଦେଶ ଗଠନରେ ସହାୟକ ହେବ । ଶିଶୁମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଲେ ହିଁ ଦେଶ ଆଗକୁ ଯାଇ ପାରିବ ।…