ପତଳା ହେବା ନିଶାରେ ମୃତ୍ୟୁ ମୁଖରେ ପଡ଼ିଲେ ଯୁବତୀ: କରିଲେ ଏପରି କାମ ଓଜନ ହୋଇଗଲା ୨୫ କେଜି
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନିଜ ଶରୀରର ମୋଟାପଣ କମାଇବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟକୁ ଅନୁସରଣ କରିଥାଆନ୍ତି । ସେହିପରି ଖାଦ୍ୟ ଖାଇବାରେ ନିୟନ୍ତ୍ରଣ ସହ ବିଭିନ୍ନ ଏକ୍ସରସାଇଜ କରିଥାଆନ୍ତି।…