CHARIDHAM

ରାଜ୍ୟରେ ପୁଣି କରୋନା ବିସ୍ପୋରଣ, ୨୪ ଘଣ୍ଟାରେ ୭୩ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି କରୋନା ବିସ୍ପୋରଣ ହେବାରେ ଲାଗିଲାଣି। ଗତ ୨୪ ଘଣ୍ଟାରେ ୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୪ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨୯ ଜଣ ସ୍ଥାନୀୟ…

(Video) ଭୁବନେଶ୍ୱର ବିମାନବନ୍ଦରରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆଦିବାସୀ ନୃତ୍ୟରେ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏମସିଏଲ ଗେଷ୍ଟ ହାଉସରୁ କଡ଼ା ସୁରକ୍ଷାରେ ସେ ବିମାନବନ୍ଦରରେ ପହଞ୍ଚିଛନ୍ତି । ୯ଟା ୪୦ରେ…

ଗୋଟିଏ ସ୍ଥାନରେ ୮ଘଣ୍ଟାରୁ ଅଧିକ ସମୟ ବସିଲେ ହେବ ହାର୍ଟଆଟକ୍, .. ରିସର୍ଚ୍ଚ

ଗୋଟିଏ ସ୍ଥାନରେ ୮ ଘଣ୍ଟାରୁ ଅଧିକ ସମୟ ବସିବା ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ବିପଦପୂର୍ଣ୍ଣ ହୋଇପାରେ। ଆଜ୍ଞା ହଁ ଆପଣ କେଉଁଠାରେ ଚାକିରୀ କରନ୍ତୁ କିମ୍ବା ଦୋକାନରେ ବସନ୍ତୁ, ଯଦି ଆପଣ ଦୈନିକ ୮ଘଣ୍ଟାରୁ ଅଧିକ ସମୟ ଗୋଟିଏ…

କେନ୍ଦ୍ରାପଡ଼ାରେ ମର୍ଡର: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ!

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।…

‘ବାହାଘର ପୂର୍ବରୁ ସେକ୍ସକୁ ମନା କରିବା ପ୍ରକୃତ ପ୍ରେମ ସଙ୍କେତ’: ପୋପଙ୍କ ଏହି ବୟାନକୁ ନେଇ ପୁଣି ହଙ୍ଗାମା

ଭାଟିକାନ୍: ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କୁ ଭେଟିଥିଲେ ନବୀନ ପଟ୍ଟନାୟକ । ଭାଟିକାନ୍ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପଙ୍କୁ ଭେଟିବାର ଫଟୋ…

୨୪ରେ ଏନ୍‌ସିଏସ୍‌ସିଡିଏର ନିଃଶୁଳ୍କ ନିଯୁକ୍ତି ମେଳା, ୨୦୦ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ସ୍ଥିତ ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନ୍‌ସିଏସ୍‌ସିଡିଏ) ପକ୍ଷରୁ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ପୋଖରୀପୁଟ ଗଣ୍ଡମୁଣ୍ଡା ଠାରେ ଥିବା…

ପ୍ରଭାବହୀନ ଉଦ୍ଧବଙ୍କ ନିର୍ଦ୍ଦେଶ, ଗୁଆହାଟି ପହଞ୍ଚିଲେ ଆଉ ଚାରି ବିଧାୟକ

ନୁଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଦଭ ଠାକରେ ସରକାରଙ୍କ ସମସ୍ୟା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେଙ୍କ ଅପିଲ୍ ପରେ ମଧ୍ୟ ବିଦ୍ରୋହୀ ବିଧାୟକଙ୍କ ପଲା ବେଶ୍ ମଜବୁତ୍ ରହିଛି। ବୁଧବାର ରାତିରେ ଆହୁରି ଚାରି…

ଦେଶର ୩ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶର ୩ ଲୋକସଭା ୭ ବିଧାନସଭା ଆସନରେ ଉପନିର୍ବଚନ ପାଇଁ ଆଜି ମତଦାନ ଚାଲିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହି ସମସ୍ତ ଆସନର ରେଜଲ୍ଟ ୨୬ ଜୁନରେ ଘୋଷଣା କରାଯିବ । ଉତ୍ତରପ୍ରଦେଶର ରାମପୁରଓ ଆଜମଗଡ଼…

ଭାରତ ବିପକ୍ଷରେ ଖେଳିବେ ପୂଜାରା,ପନ୍ତ,ବୁମ୍ରା; ଜାଣନ୍ତୁ କ’ଣ ରହିଛି ମାମଲା

ନୁଆଦିଲ୍ଲୀ: ଆସନ୍ତା ୧ରୁ ଏଜବାଷ୍ଟନଠାରେ କେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ କ୍ରିକେଟ୍ ଟେଷ୍ଟ ପୁର୍ବରୁ ଭାରତୀୟ ଦଳ କାଉଣ୍ଟି କ୍ଲବ୍ ଲେଷ୍ଟେଷ୍ଟେୟାର ବିପକ୍ଷରେ ଗୁରୁବାରଠାରୁ ଏକ ଅଭ୍ୟାସ ମ୍ୟାଚ୍ ଖେଳିବେ । ଏହି…

ରାଶିଫଳ(ଗୁରୁବାର,୨୩ ଜୁନ,୨୦୨୨)

ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ…