Featured ମଇଦାନରେ ଜାଡେଜାଙ୍କ ପୁଷ୍ପା ଷ୍ଟାଇଲ: ୱିକେଟ ନେଇ କହିଲେ ‘ଝୁକେଗା ନେହିଁ’ Odisha Bhaskar Bureau Feb 24, 2022 ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚରେ ବ୍ୟାଫୁଯରେ ପଡିଛି ଶ୍ରୀଲଙ୍କା ଦଳ । ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି ଭାରତୀୟ ବୋଲର । ଏହି ମ୍ୟାଚରେ ଶ୍ରୀଲଙ୍କା ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ…
Breaking News ୟୁକ୍ରେନର ୧୧ଟି ଏୟାର ଫିଲ୍ଡ, ୭୪ ଟି ସେନା ଶିବିର ଧ୍ୱଂସ କରିବା ନେଇ ରୁଷର ସୂଚନା Odisha Bhaskar Bureau Feb 24, 2022 ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଗୁରୁବାର ସକାଳେ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିଥିଲେ ରୁଷ ରାଷ୍ଟ୍ରପତ ଭ୍ଲାଦିମିର ପୁଟିନ୍ । ଯାହାକୁ ନେଇ ବିଶ୍ୱ ସ୍ତରରେ ଆରମ୍ଭ ହୋଇଛି ସମାଲୋଚନା । ସେପଟେ…
Featured ଚର୍ଚ୍ଚାରେ ପିଙ୍କ୍ ବୁଥ୍: ଉମରକୋଟରେ ସୁରୁଖୁରୁରେ ସରିଲା ମତଦାନ Odisha Bhaskar Bureau Feb 24, 2022 ରାଇଘର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଓ ରାଇଘର ବ୍ଲକରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତି ପୁର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି । ଆଜି ଚଳିତ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ…
Top Stories ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ଏବଂ COVID ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ Odisha Bhaskar Bureau Feb 24, 2022 ରାୟଗଡା: NTEP ଓ Piramal Swasthya ଆନୁକୁଲ୍ୟରେ ଆଜି ତା 23.02.2022 ରିଖ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡା ରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ Dr Lalmohan Routray…
Breaking News ସୀମା ଟପିଲା ନୃଶଂସତା: ଯୌତୁକ ପାଇଁ ସ୍ତ୍ରୀର ଆଙ୍ଗୁଠି କାଟିଲା ସ୍ୱାମୀ, ଲଗାଇଲା କରେଣ୍ଟ Odisha Bhaskar Bureau Feb 24, 2022 ଲକ୍ଷ୍ନୌ: ଯୌତୁକ ପାଇଁ ସ୍ୱାମୀ ଦେଲା ନୃଶଂସ ନିର୍ଯ୍ୟାତନା । ବାପା ମା ସହ ମିଶି ସ୍ତ୍ରୀର ଆଙ୍ଗୁଠି କାଟିଲା, ଖାଲି ଏତିକି ନୁହେଁ କରେଣ୍ଟ ମଧ୍ୟ ଲଗାଇଲା । ଏଭଳି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ…
Featured ଭାରତୀୟଙ୍କ ପକେଟକୁ ହୋଇପାରେ ଆକ୍ରମଣ: ତୈଳଦର ପୁଣି ବୃଦ୍ଧି କରିବ ୟୁକ୍ରେନ-ଋଷର ଏହି ମହାଯୁଦ୍ଧ Odisha Bhaskar Bureau Feb 24, 2022 ନୂଆଦିଲ୍ଲୀ: ଭାରତରେ ପଡିପାରେ ଋଷ ଏବଂ ୟକ୍ରେନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧର ପ୍ରଭାବ । ଭାରତୀୟଙ୍କ ପକେଟକୁ ସିଧାସଳଖ କରିପାରେ ଆକ୍ରମଣ । ଉଭୟ ଦେଶର ଏହି କଳହ ଯୋଗୁଁ ଦେଶରେ କିଛି ଦିନରୁ ଅଶୋଧିତ ତୈଳଦର ବୃଦ୍ଧି…
Featured ହ୍ୱାଟ୍ସଆପକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଗ୍ରୁପରେ ଆପତ୍ତି ଜନକ ମେସେଜ ପାଇଁ ଦାୟୀ ହେବେନି ଆଡମିନ Odisha Bhaskar Bureau Feb 24, 2022 କେରଳ: ହ୍ୱାଟ୍ସଆପରେ ଗ୍ରୁପ ତିଆରି କରି ସେଥିରେ ଚାଟ କରିବା ଏକ ଫେଶନ ପାଲଟି ଯାଇଛି । କିନ୍ତୁ ଏମିତି କିଛି ଗ୍ରୁପ ରହିଛି ଯେଉଁଥିରେ କିଛି ନିର୍ଦ୍ଦିଷ୍ଟ ସଦସ୍ୟ ଅଧିକାଂଶ ସମୟରେ ଆପତ୍ତିଜନକ ମେସେଜ କରିଥାନ୍ତି ।…
Breaking News (Video) ୟୁକ୍ରେନ-ଋଷିଆ ଯୁଦ୍ଧ: ଓଡ଼ିଆ ପୁଅଙ୍କ ମୁଣ୍ଡରେ ଭାରତୀୟଙ୍କ ସୁରକ୍ଷା ଭାର Odisha Bhaskar Bureau Feb 24, 2022 ଆରମ୍ଭ ହୋଇଛି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏଭଳି ସ୍ଥିତିରେ ସବୁ ଦେଶ ୟୁକ୍ରେନରେ ଥିବା ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଏବେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି । ସବୁ ଦେଶ ନିଜ ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର…
Breaking News ଲଞ୍ଚ ହେଲା Realmeର ନୂଆ ସ୍ମାର୍ଟଫୋନ; ବଜେଟରେ ରହିଛି 50 MP ର କ୍ୟାମେରା Odisha Bhaskar Bureau Feb 24, 2022 ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Realme ଏହାର ନୂତନ ସ୍ମାର୍ଟଫୋନ Realme Narzo 50 କୁ ଭାରତରେ ଲଞ୍ଚ କରିଛି । ଏହି ବଜେଟ ସ୍ମାର୍ଟଫୋନରେ ଦମଦାର ଟ୍ରିପଲ କ୍ୟାମେରା, ବ୍ୟାଟେରୀ, ଦମଦାର ପ୍ରୋସସର ରହିଛି…
Featured ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା: ୬ଟି ବଡ ପରିବର୍ତ୍ତନ ସହ ମଇଦାନକୁ ପ୍ରଥମ ମ୍ୟାଚରେ ଓହ୍ଲାଇଲା ରୋହିତ ସେନା Odisha Bhaskar Bureau Feb 24, 2022 ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି ଅତିଥି ଦଳ । ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନାକା ଟସ ଜିତିବା ପରେ ଭାରତକୁ ବ୍ୟାଟିଙ୍ଗ କରିବା…