ଦୁଇ IAS ଅଧିକାରୀଙ୍କୁ କେନ୍ଦ୍ରରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ୟାଡରର ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି । ସେମାନେ ହେଲେ ୧୯୯୦ ବ୍ୟାଚର ଦୁଇ ଅଧିକାରୀ ମନୋଜ ଆହୁଜା ଓ ଆରତୀ ଆହୁଜା । ମନୋଜଙ୍କୁ କେନ୍ଦ୍ରରେ କୃଷି ଓ…

ଅପରେସନ୍ ବେଳେ ଗର୍ଭବତୀଙ୍କର ହୋଇଗଲା ମୃତ୍ୟୁ, ବାହାର ପଟରୁ ତାଲା ଦେଇ ଫେରାର୍ ହେଲେ ଡାକ୍ତର-କର୍ମଚାରୀ

ନୂଆଦିଲ୍ଲୀ: ପ୍ରସବ ପାଇଁ ଆସିଥିବା ଜଣେ ୨୫ ବର୍ଷୀୟା ମହିଳାଙ୍କର ଅପରେସନ୍ ସମୟରେ ମୃତ୍ୟୁ ହୋଇଗଲା । ଏହାପରେ ଭୟରେ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବାହାର ପଟରୁ ତାଲା ଦେଇ ଫେରାର୍ ହୋଇଯାଇଛନ୍ତି । ଏହିଭଳି ଏକ…

ନିର୍ବାଚନ ସରିବା ପରେ ବଢ଼ିବ ପେଟ୍ରୋଲ୍ ଦର, ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ହୋଇଯାଇଛି ୯୩ ଡଲାର ‌

ନୂଆଦିଲ୍ଲୀ: ଆସନ୍ତା ମାସଠାରୁ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ପୁଣି ମହଙ୍ଗା ହୋଇପାରେ । ବର୍ତ୍ତମାନ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦରଦାମ୍ ବୃଦ୍ଧିକୁ ଅଟକାଇ ଦିଆଯାଇଛି । ନିର୍ବାଚନ ଶେଷ…

ଆଇପିଏଲ୍ ୨୦୨୨: ତିନି ଫ୍ରାଞ୍ଚାଇଜଙ୍କ ଅଧିନାୟକ ଦୌଡରେ ସଂଖ୍ୟାଧିକ ବିଦେଶୀ ଖେଳାଳି

ନୂଆଦିଲ୍ଲୀ : ଆଇପିଏଲର ତିନି ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗସ୍କ, ରୟାଚାଲଞ୍ଜସ ବାଙ୍ଗୋଲୋର ଓ କୋଲକାତା ନାଇଟ ରାଇଡର୍ସ ଫ୍ରାଞ୍ଚାଇଜର ଅଧିନାୟକ ହେବା ପାଇଁ ଚର୍ଚ୍ଚାରେ ଅଛନ୍ତି ସଂଖ୍ୟାଧିକ ବିଦେଶୀ ଖେଳାଳି । ସେହିପରି…

ଆଜି ଖୋର୍ଦ୍ଧାରୁ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…

କୁମ୍ବିଂ ଅପରେସନ ସାରି କ୍ୟାମ୍ପକୁ ଫେରୁଥିଲେ ଯବାନ, ବିଜାପୁରରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କଲେ ଲାଲ ବାହିନୀ, ୪ ସିଆର୍‌ପିଏଫ୍‌ ଯବାନ ଆହତ

ମାଲକାନଗିରି (ଭାସ୍କର ନ୍ୟୁଜ୍‌) : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଜଣ ସିଆରପିଏଫ ଯବାନ ଗୁରୁତର ଭାବେ ଆହତ…

ଆଜି OSSTET ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ୩୩୮ଟି କେନ୍ଦ୍ରରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ୍ ଗାଇଡଲାଇନ ସହ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ…

୭ ହଜାର ଟଙ୍କା ପାଇଁ ଅପହରଣ: ରାଜଧାନୀର ଯୁକ୍ତ ତିନି ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ରାଜଧାନୀ ଭୁବନେଶ୍ୱରରେ ହତ୍ୟା, ରାହାଜାନି, ଲୁଟ ଭଳି ଅପରାଧ ବଢ଼ିବାରେ ଲାଗିଛି । ତେବେ ଭୁବନେଶ୍ୱରର ପଟିଆ ଅଞ୍ଚଳର ଶିବାଜୀ କଲେଜର ଜଣେ ଛାତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ…

ଆଜି ଦ୍ୱିତୀୟ ଦିନିକିଆ, ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ବିଜୟ ପାଇଁ ସବୁ ଶକ୍ତି ଖଟାଇବ ୱେଷ୍ଟ ଇଣ୍ଡିଜ୍‌

ଅହମ୍ମଦାବାଦ : ଆଜି ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ। ପ୍ରଥମ ମ୍ୟାଚ ଭଳ ପ୍ରଦର୍ଶନ ଯୋଗୁ ଏକତରଫା ଭାବେ ଜିତି ୧-୦ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ସିରିଜ କବଜା ଲକ୍ଷ୍ୟରେ ମଇଦାନକୁ…

ବଢ଼ିଚାଲିଛି ବେକାରୀ ସମସ୍ୟା: ରେଳପଥରେ ଖାଲି ପଡ଼ିଛି ୨.୬୫ ଲକ୍ଷ ପଦବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ରାଜ୍ୟ ତଥା ଦେଶରେ କୋଭିଡ୍ ମହାମାରୀ ଆସିବା ପରଠାରୁ ବେକାରୀ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଚାକିରୀ ନଥିବାରୁ ଲକ୍ଷ ଲକ୍ଷ ଯୁବକ/ଯୁବତୀ ବେକାର ହୋଇ ବୁଲୁଛନ୍ତି । କାହାର…