କରୋନାରୁ ସୁସ୍ଥ ହେବାପରେ ଭୂଲରେ ବି ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ ଲାଗିରହିବ ଅସୁସ୍ଥତା
ନୂଆଦିଲ୍ଲୀ: କରୋନା ଭାଇରାସ୍ ରୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସୁସ୍ଥ ହେଉଛନ୍ତି । ଯେଉଁ ମାନେ କରୋନାରୁ ସୁସ୍ଥ ହୋଇ ଫେରୁଛନ୍ତି ସେମାନେ ଭଲ ଭାବରେ ଜାଣିଛନ୍ତି ଓ ବୁଝିଛନ୍ତି ଯେ, ରିକଭରି ପରେ ଶରୀରରେ କଣ କଣ ଅନୁଭବ…