Breaking News ବଢ଼ିଲା ହାଟ କଟକଣା: ଅଲଗା ସ୍ଥାନକୁ ଉଠିବାକୁ ନିର୍ଦ୍ଦେଶ Odisha Bhaskar Bureau Jan 10, 2022 ଭୁବନେଶ୍ୱର: ପୁଣି ଥରେ ହାଟକୁ ଅଲଗା ସ୍ଥାନକୁ ଉଠିଯିବାକୁ ଦିଆଯାଇଛି । ନିର୍ଦ୍ଦେଶ ସଂକ୍ରମଣ ବଢ଼ିବାରୁ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ବଢ଼ିଛଇ ହାଟକୁ ନେଇ କଟକଣା । ଏକାଠି ନବସି ଅଲଗା ଅଲଗା ଜାଗାରେ ବ୍ୟବସାୟୀଙ୍କୁ…
Breaking News ରାଜ୍ୟପାଳଙ୍କୁ ଭେଟିଲେ ନିର୍ବାଚନ କମିଶନ: ଖୁବଶୀଘ୍ର ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା Odisha Bhaskar Bureau Jan 10, 2022 ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ବୈଠକ । ପୋଲିସ ଡିଜି ଓ ପୋଲିସ ବିଭାଗର ଅନ୍ୟ ପଦାଧିକାରୀଙ୍କ ସହ ବୈଠକ । ପୋଲିସ ଡିଜିଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା । ଖୁବଶୀଘ୍ର ଘୋଷଣା ହୋଇପାରେ…
Breaking News ଭିତରକନିକାରେ ବଢ଼ିଛି କୁମ୍ଭୀର ସଂଖ୍ୟା: ସୂଚନା ଦେଲେ ଡିଏଫଓ Odisha Bhaskar Bureau Jan 10, 2022 ପଟ୍ଟାମୁଣ୍ଡାଇ: ଭିତରକନିକାରେ ଅଛନ୍ତି ମୋଟ ୧୭୮୪ କୁମ୍ଭୀର । ଗତବର୍ଷଠାରୁ ଚଳିତ ବର୍ଷ ୧୬ଟି କୁମ୍ଭୀର ଅଧିକ ଥବା ସୂଚନା । କୁମ୍ଭୀର ଗଣନା ଶେଷ ପରେ ଡିଏଫଓ ଯଞ୍ଜଦତ୍ତ ପତିଙ୍କ ସୂଚନା । ସୂଚନା ଅନୁଯାୟୀ, ଜାନୁଆରୀ…
Breaking News (ଭିଡିଓ) ଭୁବନେଶ୍ୱରରେ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ନେଇ ପୋଲିସର ଅନୁମାନ Odisha Bhaskar Bureau Jan 10, 2022 ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭରତପୁର ତାରିଣୀ ବସ୍ତିରୁ ଉଦ୍ଧାର ହେଲା ଯୁବତୀ ମୃତଦେହ । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା…
Breaking News ମୁମ୍ବାଇ ଇଣ୍ଡିଆନ୍ସ କଲାନି ରିଟେନ୍, ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲରେ ଏହି ଦଳର ମିଳିପାରେ ନେତୃତ୍ଵ Odisha Bhaskar Bureau Jan 10, 2022 ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗରେ ଏଥର ଦୁଇଟି ନୂତନ ଦଳ ଲକ୍ଷ୍ନୌ ଓ ଅହମ୍ମଦାବାଦ ସାମିଲ୍ ହୋଇଛନ୍ତି। ତେବେ ଏହି ଦୁଇ ନୂତନ ଦଳର ନେତୃତ୍ଵ କେଉଁ ଖେଳାଳିଙ୍କୁ ଦିଆଯିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।…
Breaking News (Video) ତାଲିବାନ ଭୟରେ ଶିଶୁ ପୁତ୍ରକୁ ବିଦେଶୀ ସୁରକ୍ଷା କର୍ମୀଙ୍କୁ ଟେକି ଦେଇଥିଲେ ,ଏବେ ପୁଣି ପୁଅକୁ ଫେରିପାଇଲେ ଦମ୍ପତି Odisha Bhaskar Bureau Jan 10, 2022 ଆତଙ୍କି ଗୋଷ୍ଠି ତାଲିବାନ କାବୁଲ ଦଖଲ କରିବା ପରେ , କାବୁଲରେ ଖେଳି ଯାଇଥିଲା ଭୟର ବାତାବରଣ, କାବୁଲ ଛାଡି ଅନ୍ୟ ଦେଶକୁ ଯିବା ପାଇଁ କାବୁଲ ବିମାନ ବନ୍ଦରରେ ଭିଡ ଜମାଇଥିଲେ କାବୁଲ ବାସିନ୍ଦା । ସେହି ସମୟରେ କାବୁଲ…
Breaking News (Video) ଭାରତୀୟ ଯବାନଙ୍କ ଅଦ୍ୟମ ବୀରତ୍ୱ: ମାଇନସ ୪ ଡିଗ୍ରୀ ତାପମାତ୍ରାରେ ଛିଡାହୋଇ କରୁଛନ୍ତି ଦେଶ ପାଇଁ ସେବା Odisha Bhaskar Bureau Jan 10, 2022 ନୂଆଦିଲ୍ଳୀ: ନିଜର ଅଦମ୍ୟ ବୀରତ୍ୱ ପାଇଁ ଭାରତୀୟ ଯବାନ ପରିଚିତ । ସର୍ବଦା ନିଜର ବୀରତ୍ୱ ପାଇଁ ପ୍ରଶଂସା ସାଉଁଟୁଥିବା ଭାରତୀୟ ଯବାନଙ୍କୁ ପୁଣି ଥରେ ପ୍ରଶଂସା କରାଯାଉଛି । ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ମଧ୍ୟରେ…
Breaking News ବିବାହ ପୂର୍ବରୁ ବରକୁ କଲେ କଫିନରେ ଭର୍ତ୍ତି, ପରେ ମଶାଣିରେ ହେଲା ଫଟୋସୁଟ୍; ଦେଖନ୍ତୁ ଭିଡିଓ… Odisha Bhaskar Bureau Jan 10, 2022 ଅନେକ ଲୋକ ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ ଫଟୋସୁଟ୍ କରାଇଥାନ୍ତି । ଆଉ ଏହିଭଳି ଫଟୋସୁଟକୁ କିଛି ଅଲଗା ଢ଼ଙ୍ଗରେ କରିବାକୁ ଚାହିଥାନ୍ତି ଦମ୍ପତି । କିଛି ଅଲଗା କରିଦେଖାଇବାକୁ ଯାଇ ବେଳେ ବେଳେ ଲୋକେ ଏମିତି କିଛି କରି…
Breaking News ପଶ୍ଚିମବଙ୍ଗରେ ୬୫ କୋଟିର ହେରୋଇନ୍ ଜବତ: ୨ ଓଡ଼ିଆ ଗିରଫ Odisha Bhaskar Bureau Jan 10, 2022 ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଧରାପଡ଼ିଲା ବଡ଼ଧରଣର ନିଶା ର୍ୟାକେଟ । ଚଢ଼ାଉ କରି ୬ ନିଶା ମାଫିଆଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ୍ । ୬ ନିଶା ମାଫିଆଙ୍କ ଠାରୁ ଜବତ ହେଲା ୧୩ କେଜି ହେରୋଇନ୍ । ଜବତ ହେରୋଇନର ମୂଲ୍ୟ…
Breaking News ଲଞ୍ଚ ହେଲା Moto G71 5G: ୨୦ ହଜାରରୁ କମରେ ମିଳିବ 50 MP କ୍ୟାମେରା ସହ ଶକ୍ତିଶାଳୀ ପ୍ରୋସେସର Odisha Bhaskar Bureau Jan 10, 2022 ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Moto G71 5G, ଏହାର ଖାସ୍ କଥା ହେଉଛି ଯେ ଏହା ୨୦ ହଜାରରୁ କମ ଦାମରେ ଭାରତରେ ଲଞ୍ଚ ହୋଇଛି । ଏହି ଡିଭାଇସରେ Snapdragon 695 SoC ରହିଛି, ଯାହା ଭାରତରେ ପ୍ରଥମ । ଏହି ନୂଆ ୫ଜି…