ନୂଆ ବର୍ଷରେ ରାଜ୍ୟ ସରକାରଙ୍କ ୩୦ଟି ବିଭାଗରେ ନିଯୁକ୍ତି: ୧୫ ହଜାର ପଦବୀ ଖାଲି, ଶୀଘ୍ର କରନ୍ତୁ ଆବେଦନ
କୋଭିଡର ଦ୍ୱିତୀୟ ଲହରରେ ଅନେକ ଲୋକ ଚାକିରି, ଜୀବିକା ହରାଇ ସର୍ବସ୍ୱାନ୍ତ ହୋଇଯାଇଥିଲେ । ତେବେ ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି । ଆପଣମାନେ ନିୟମିତ ଆମ…