ଚୋରଙ୍କ ଭିତରୁ ଜଣେ ମୋ ସହିତ ଅଶ୍ଲୀଳ ବ୍ୟବହାର କରିଥିଲା: କ୍ୟାମେରା ସାମ୍ନାରେ ମୁହଁ ଖୋଲିଲେ ଯୁବତୀ, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଅନ୍ତର୍ଗତ ମଞ୍ଚେଶ୍ୱରରେ ହୋଇଥିବା ଚୋରି ମାମଲାରେ ପୋଲିସକୁ ଅଦ୍ୟାବଧି କୌଣସି ସଫଳତା ମିଳିନାହିଁ । ତେବେ ଘରୁ ପଇସା ଓ ଅଳଙ୍କାର ଲୁଟ କରିଥିବା ଲୁଟେରାଙ୍କ ମଧ୍ୟରୁ…