fbpx

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ

ଭୁବନେଶ୍ୱର, ୩୦ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛି ଦିନ ବିତିଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ୍ ହୋଇପାରି ନାହିଁ । ସେନେଇ ତାଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ…

ଭୂମି ପୂଜା ପୂର୍ବରୁ ସଙ୍କଟ! ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସଙ୍କ ସମେତ ୧୬ ପୋଲିସ କରୋନା ପଜିଟିଭ୍

ଅଯୋଧ୍ୟ.୩୦ ।୭: ଉତ୍ତରପ୍ରଦେଶ ଅଯୋଧ୍ୟାରୁ ଆସିଛି ଏକ ବଡ ଖବର । ସେଠାରେ ରାମ ମନ୍ଦିର ପାଇଁ ଭୂମି ପୂଚାର ପ୍ରସ୍ତୁତି ଚାଲିଥିବା ବେଳେ କରୋନାର ପ୍ରବେଶ ହୋଇଛି । ସାଧୁ ସନ୍ତଙ୍କ ସମେତ ସୁରକ୍ଷା ପାଇଁ ନିୟୋଜିତ ଥିବା…

ୱେବ ସିରିଜ୍ ନାଁରେ ଧୋକା: ପର୍ଣ୍ଣ ସାଇଟରେ ଅପଲୋଡ କରିଦେଲେ ମଡେଲଙ୍କ ବୋଲ୍ଡ ଫିଲ୍ମ

ୱେବ ସିରିଜ ନାଁରେ ଜଣେ ଯୁବତୀଙ୍କୁ ଧୋକା । ଏଭଳି ଏକ ସମ୍ବେଦନଶୀଳ ମାମଲା ମଧ୍ୟପ୍ରଦେଶରୁ ଆସିଛି । ସେଠାରେ ୱେବ ସିରିଜ୍ କରିବା ନାଁରେ ଜଣେ ଯୁବତୀଙ୍କର ଅଶ୍ଲୀଳ ଫିଲ୍ମ କରି ତାହାକୁ ପର୍ଣ୍ଣ ସାଇଟରେ ଅପଲୋଡ କରାଯାଇଛି…

ରାଜ୍ୟରେ କରୋନାରେ ମୃତ୍ୟୁ ହୋଇଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା

ଭୁବନେଶ୍ୱର, ୩୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ନେଇ କୋଭିଡ଼ ଯୋଦ୍ଧାମାନେ ଦିନ ରାତି ଏକ୍ କରି ଦେଇଛନ୍ତି । କୋଭିଡ଼ ଯୋଦ୍ଧାଙ୍କ ମଧ୍ୟରେ ସାମ୍ବାଦିକ ମଧ୍ୟ ରହିଛନ୍ତି । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ…

ଦିଲ୍ଲୀରେ କମିଲା ଡିଜେଲ ଦର, ଜାଣନ୍ତୁ ଲିଟର ପିଛା କେତେ

ନୂଆଦିଲ୍ଲୀ, ୩୦ା୭: ଦେଶରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିଲ୍ଲୀ ମଧ୍ୟ କରୋନା ପାଇଁ ବେଶ ପ୍ରଭାବିତ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ମଣିପୁରରେ ସେନା ଉପରେ ଆକ୍ରମଣ: ୩ ଯବାନ ସହିଦ, ୬ ଗୁରୁତର

ମଣିପୁରରେ ସେନାର ଯବାନଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ରାତି ପ୍ରାୟ ୧.୧୫ରେ ରାଜଧାନୀ ଇମ୍ଫାଲଠାରୁ ୯୫ କିଲେମିଟର ଦୂରରେ ଥିବା…