ଗୃହରେ ଆଇନ ମନ୍ତ୍ରୀଙ୍କ ଜବାବ୍, କହିଲେ-‘ହାଇକୋର୍ଟରେ ପଡିଛି ଦେଢ଼ ଲକ୍ଷ ମାମଲା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇକୋର୍ଟରେ ପଡ଼ିରହିଛି ଦେଢ଼ ଲକ୍ଷରୁ ଅଧିକ ମାମଲା । ଏନେଇ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇଛନ୍ତି । ହାଇକୋର୍ଟରେ ୧ ଲକ୍ଷ ୮୭ ହଜାର ୨୮ଟି…

‘କ୍ୟାଟଭିକି’ଙ୍କ ମ୍ୟାରେଜ ପାର୍ଟିରେ ଯୋଗଦେବେ ବଲିଉଡର କେବଳ ୯ ଜଣ ସେଲିବ୍ରେଟି: ଲିଷ୍ଟରେ ଅକ୍ଷୟ ଓ ସଲମନଙ୍କ ନାଁ ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନ ବଲିଉଡର ଟ୍ରେଣ୍ଡିଂ ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ମ୍ୟାରେଜକୁ ନେଇ ଚାଲିଛି ସବୁଆଡ଼େ ଚର୍ଚ୍ଚା । କେବେ ଓ କେଉଁଠି ବାହାଘର ହେବ, କିପରି ଡେକୋରେସନ ରହିବ, କେଉଁ ସେଲିବ୍ରେଟିମାନେ…

ଏଣିକି ଯେକୌଣସି ଷ୍ଟେସନରୁ ବି ଟ୍ରେନ୍ ଧରିଲେ ବି ଲାଗିବନି ଜୋରିମାନା, ଜାଣନ୍ତୁ IRCTCର ନୂଆ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯଦି ଆପଣ ମୂଳ ରେଳ ଷ୍ଟେସନ ବ୍ୟତୀତ ଅନ୍ୟ ଷ୍ଟେସନରୁ ଟ୍ରେନ୍ ଧରନ୍ତି, ତେବେ କୌଣସି ବି ଜୋରିମାନା ଦେବାକୁ ପଡିବ ନାହିଁ ।…

ସରିବାକୁ ଯାଉଛି ସାତଦିନିଆ ଅବଧି: ତପସ୍ୱିନୀ-ସୁମିତ ସାତ ଜନମ ପାଇଁ ସାଥୀ ହୋଇ ରହିବେ, ତାଙ୍କୁ କେହି କେହି ଅଲଗା କରିପାରିବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମୟ ଧୀରେଧୀରେ ଆଗେଇବା ସହ କୋର୍ଟଙ୍କ ନିର୍ଦ୍ଦେଶନାମାର ଅବଧି ମଧ୍ୟ ସରିବାକୁ ଯାଉଛି । ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କୁ କୋର୍ଟ ଦେଇଥିବା ସାତ ଦିନର କଣ୍ଟ ଇତିମଧ୍ୟରେ ପୂରିବାକୁ ଯାଉଛି…

T-Series ନାମରେ ବିଶ୍ୱ ରେକର୍ଡ: ଦୁନିଆର ପ୍ରଥମ YouTube ଚ୍ୟାନେଲ ଭାବେ ପାର କଲା ୨୦୦ ମିଲିଅନ ସବସ୍କ୍ରାଇବର୍ସ

ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ଦୁନିଆର ପ୍ରଥମ ୟୁଟ୍ୟୁବ ଚ୍ୟାନେଲ ଭାବେ ୨୦ କୋଟି ସବସ୍କ୍ରାଇବର୍ସ ପାର କରିଛି । ଟି-ସିରିଜ କେବଳ ଉଚ୍ଚକୋଟୀର ସଙ୍ଗୀତ ଦର୍ଶକଙ୍କୁ ଯୋଗାଇଛି…

୧୨,୦୦୦ ଲୋକଙ୍କୁ ଚାକିରି ଦେବାକୁ ଯାଉଛି HCL, ଜାଣନ୍ତୁ କେଉଁଠି ନିଯୁକ୍ତ ଦେବ କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ସଫ୍ଟୱେର ସର୍ଭିସ ଏକ୍ସପୋର୍ଟର କମ୍ପାନୀ HCL ଟେକ୍ନୋଲୋଜି ଆସନ୍ତା ୫ ବର୍ଷ ମଧ୍ୟରେ ୧୨,୦୦୦ ନୂଆ ଚାକିରି ଯୋଗାଇବାକୁ ଯାଉଛି । ଏହି ଭାରତୀୟ କମ୍ପାନୀ ଆମେରିକାରେ ୧୨ ହଜାର ଲୋକଙ୍କୁ ଚାକିରି…

ସାମନାକୁ ଆସିଲା ସୂର୍ଯ୍ୟଙ୍କର ସବୁଠାରୁ ସ୍ୱଚ୍ଛ ଓ ବିରଳ ଫଟୋ: ଆପଣ ବି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଷ୍ଟ୍ରୋ ଫଟୋଗ୍ରାଫର ସୂର୍ଯ୍ୟଙ୍କର ଏକ ବିରଳ ଫଟୋ ଉଠାଇଛନ୍ତି । ଏହି ଫଟୋ ଅତି ନିକଟରୁ ଉଠାଯାଇଥିବା ବେଳେ ଏହା ଦେଖିବାକୁ ଖୁବ୍ ସ୍ୱଚ୍ଛ । ଆରିଜୋନାର ଆଣ୍ଡ୍ର୍ୟୁ ମାକକାର୍ଥୀ ନାମକ ଜଣେ ଫଟୋଗ୍ରାଫର ଏହି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫୧ ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଓଡ଼ିଶାକୁ ଚଳୁ କରିଦେବେ ଏମାନେ: OSAP ସିପାହୀଙ୍କର ୧୭ଟି ବ୍ୟାଙ୍କ ଆକାଉଣ୍ଟ, ୪ଟି ଫ୍ଲାଟ, ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ ସିପାହୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍…

ଭିମସାର ଛାତ୍ରଙ୍କ ମଧ୍ୟରୁ ୨ ଡେଲଟା ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନମ ସିକ୍ୟୁଏନ୍ସ ରିପୋର୍ଟ ଆସିଛି । ଜେନମ…