ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ (ଭାସ୍କର ନ୍ୟୁଜ୍): ଆସନ୍ତାକାଲି ଅର୍ଥାତ ସୋମବାର ଦିନ ମାର୍ଗଶିର କୃଷ୍ଣ ଦଶମୀ ତିଥିରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ନୀତି ଅପରାହ୍ନରେ ସମ୍ପନ୍ନ ହେବ। ତେଣୁ ସୋମବାର…