ଦେଶରେ କଂଗ୍ରେସର ରାଜୁତି ଶେଷ, ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି TMC: ଜାଣନ୍ତୁ କ’ଣ ରହିଛି ରାଜନୀତିର ଗଣିତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟସ୍ତରରେ ରାଜୁତି ଆରମ୍ଭ ହୋଇଛି । ସୁପ୍ରିମୋ ମମତା ବାନାର୍ଜୀ ଗୋଆ,…

କୋଭିଡର ନୂଆ ଷ୍ଟ୍ରେନ୍ ବଢ଼ାଇଲା ଚିନ୍ତା, ୬ ଆଫ୍ରିକୀ ଦେଶକୁ ଯାତ୍ରା କରିବା ଉପରେ ୟୁକେ ଲଗାଇଲା ବ୍ୟାନ୍

ନୂଆଦିଲ୍ଲୀ: ବ୍ରିଟେନ (ୟୁକେ) ଗୁରୁବାର ୬ଟି ଦେଶରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଘୋଷଣା କରିଛି। କରୋନାର ନୂତନ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ବ୍ରିଟେନ ଏହି ନିଷ୍ପତ୍ତି ନେଇଛି, ଯାହା ଡେଲଟା ଅପେକ୍ଷା ଅଧିକ…

ପୁଣି ଚିନ୍ତା ବଢ଼ାଇଲା ଭିମସାର, ଚିହ୍ନଟ ହେଲେ ୫ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ପୁଣି ଚିନ୍ତା ବଢ଼ାଇଛି ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର) । ଭିମସାରରୁ ପୁଣି ୫ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ…

ହୋମ୍ ୱର୍କ ନକରିବାକୁ ୮ ବର୍ଷର ଶିଶୁକୁ ଫ୍ୟାନରେ ଲଟକାଇଦେଲା ନିର୍ଦ୍ଦୟୀ ବାପା, ଭିଡିଓ ଭାଇରାଲ୍ ପରେ ହଙ୍ଗାମା

ନୂଆଦିଲ୍ଲୀ: ଠିକ୍ ସମୟରେ ପାଠ କରିବା ଓ ଭଲ ଭାବରେ ପାଠପଢ଼ାରେ ମନ ଦେବାକୁ ବାପା ମାଆ ମାନେ ପିଲାଙ୍କୁ ଆକଟ କରିଥାନ୍ତି । ହେଲେ ବେଳେ ଆକଟ କରିବାକୁ ଯାଇ ବେଳେ ବାପାମାଆ ମାନେ ଏପରି କିଛି କରି ବସନ୍ତି ଯାହା ସମସ୍ତଙ୍କ…

ପେଟ୍ କମିନ୍ସ ହେଲେ ଅଷ୍ଟ୍ରେଲିଆର ଟେଷ୍ଟ କ୍ୟାପ୍ଟେନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଟେଷ୍ଟ ଟିମର ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ଉପଅଧିନାକ ଥିବା ପେଟ କମିନ୍ସଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ପ୍ରଦାନ କରାଯିବ । ଏହାଫଳରେ କମିନ୍ସ…

ପୁଣି ବଢ଼ିଲା ବାୟୁ ପ୍ରଦୂଷଣ, ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ରୋକ୍ : ଶ୍ରମିକଙ୍କୁ ମିଳିବ ୫୦୦୦ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣର ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବର୍ତମାନ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି କେଜରିୱାଲ ସରକାର । ତେବେ ଏଥିପାଇଁ ନିର୍ମାଣ…

୨୬/୧୧ ମୁମ୍ବାଇ ହମଲାକୁ ପୁରିଛି ୧୩ ବର୍ଷ, ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଲୋମଟାଙ୍କୁରା କାଳରାତ୍ରିର ଦୃଶ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ : ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାକୁ ପୁରିଛି ୧୩ ବର୍ଷ । ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଲୋମଟାଙ୍କୁରା ଘଟଣା । ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିବା ସେ ଦିନର ଘଟଣା ମନେ ପଡ଼ିଲେ ଅଙ୍ଗେ…

ଆଜିଠାରୁ ଶିମିଳିପାଳରେ ବ୍ୟାଘ୍ର ଗଣନା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ ହେଉଛି । ୭ ଦିନ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ଏହି ଗଣନା କାର୍ଯ୍ୟ ସମାପ୍ତ ହେବ । ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରାକୁ ବ୍ୟବହାର…

କୋଲକାତା ଓ ମିଜୋରାମରେ ଭୁକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ 

ନୂଆଦିଲ୍ଲୀ: ମିଆଁମାର ଓ ଭାରତ ସୀମାରେ ଶୁକ୍ରବାର ସକାଳ ସମୟରେ ଭୁକମ୍ପଜ ଝଟକା ଦେଖିବାକୁ ମିଳିଛି । ଭୁକମ୍ପର ଝଟକା ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ମଧ୍ୟ ଅନୁଭୂତ ହୋଇଛି । କୁହାଯାଉଛି…

ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ପଦ ପାଇବାର କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଦେଲେ ଆଣ୍ଡରସନ୍‌, ଜାଣନ୍ତୁ କ’ଣ ରହିଛି…

ଷ୍ଟକହୋମ : ମେଗଡାଲେନା ଆଣ୍ଡରସନ୍‌ ସ୍ୱିଡେନର ପ୍ରଧାନମନ୍ତ୍ରୀ ହେବାର କିଛି ଘଣ୍ଟା ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସଂସଦରେ ବଜେଟ୍‌ ପ୍ରସ୍ତାବ ଖାରଜ ହେବାରୁ ଆଣ୍ଡରସନଙ୍କୁ ଇସ୍ତଫା ଦେବାକୁ ପଡିଛି । ଏହାସହ…