ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ନିଯୁକ୍ତି ସୁଯୋଗ: ବିନା ପରୀକ୍ଷାରେ ମିଳିପାରିବ ଚାକିରି
ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଚାକିରି କରିବାକୁ ଚାହୁଥିବା ଯୁବକଙ୍କ ପାଇଁ ବଡ଼ ସୁଯୋଗ । ଏହି ଚାକିରି ପାଇଁ ଗ୍ରାଜୁଏଟ ଆପ୍ରେଣ୍ଟିସର ବିଭିନ୍ନ ପଦ ଏବଂ ଡିପ୍ଲୋମା ଆପ୍ରେଣ୍ଟିସର ବିଭିନ୍ନ ପଦ ପାଇଁ…