ଗୋଡ଼ରୁ ରକ୍ତ, ବେକରେ କ୍ଷତ ହୋଇଥିବା ସତ୍ତ୍ୱେ ନୋରା କଲେ ”Kusu Kusu’ ଭିଡିଓ ଶୁଟ୍ , ଦେଖନ୍ତୁ BTS Video
ମୁମ୍ବାଇ: ନୋରା ଫତେହୀ ବଲିଉଡ୍ ର ଜଣେ ପରିଶ୍ରମୀ ଓ ଉଦୀୟମାନ ତାରକାମାନଙ୍କ ଭିତରୁ ଜଣେ । ସେ ନିଜର ଫ୍ୟାଶନ୍ ସେନ୍ସ ଓ ଡାନ୍ସ ଭିଡିଓକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ଏବେ ସେ ପୁଣିଥରେ ଏକ ମ୍ୟୁଜିକ୍ ଭିଡିଓକୁ ନେଇ…