Breaking News ପିପିଲି ଉପନିର୍ବାଚନ: ଆଜିଠାରୁ ପୋଷ୍ଟାଲ ମତଦାନ ଆରମ୍ଭ Sushreejyoti Routray Sep 23, 2021 ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଛି । ବାଲାଟ ପେପରରେ ମତଦାନ ଆଜିଠାରୁ ଆରମ୍ଭ ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ’୮୦ରୁ…
Breaking News ମୋଟୁ ଆଇଆଇସି ଗିରଫ Odisha Bhaskar Bureau Sep 23, 2021 ମାଲକାନାଗିରି(ଓଡ଼ିଶା ଭାସ୍କର): ମାଲକାନାଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଛି । ସୁଶାନ୍ତଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ…
Featured ମା’ର ଜନ୍ମଦିନରେ ଭିଆଇଲା ବର୍ବର କାଣ୍ଡ; ପୁରା ପରିବାରକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ୧୫ ବର୍ଷୀୟ ବାଳକ Abinash Kumar Dhal Sep 23, 2021 ନୂଆଦିଲ୍ଲୀ: ଜଣେ ୧୫ ବର୍ଷୀୟ ବାଳକ ଏମିତି କିଛି ବର୍ବର କାଣ୍ଡ ଭିଆଇଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରିଯିବ । ଟେକ୍ସାସର ଏଙ୍ଗଲିସାଇଡରେ ରହୁଥିବା ଏହି ୧୫ ବର୍ଷୀୟ ଏହି ବାଳକ ଜଣଙ୍କ ନିଜ ମା’ର ଜନ୍ମଦିନ ଅବସରରେ…
Breaking News ପୃଥିବୀକୁ ବଞ୍ଚାଇବାକୁ ମାସରେ ଥରେ ସଫା କରନ୍ତୁ ଜିନ୍ସ: ବିଶେଷଜ୍ଞ Odisha Bhaskar Bureau Sep 23, 2021 ନୂଆଦିଲ୍ଲୀ: ପରିବେଶ ତଥା ପୃଥିବୀକୁ ବଞ୍ଚାଇବାକୁ ହେଲେ ଆପଣ ମାନେ ପିନ୍ଧୁଥିବା ଜିନ୍ସ ପ୍ୟାଣ୍ଟକୁ ମାସରେ ଥରେ ସଫା କରନ୍ତୁ । କାରଣ ଏହାକୁ କମ୍ ଦିନ ବ୍ୟବଧାନରେ ଧୋଇଲେ ପୃଥିବୀ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ ।…
Breaking News ରାଜ୍ୟରେ ଚିକିତ୍ସାକୁ ନେଇ ଆସିଲା ନୂଆ ନିୟମ: ଏବେ ଫାର୍ମାସିଷ୍ଟ ଦେଖିପାରିବେ ରୋଗୀ, ଅନୁମତି ଦେଲେ ସରକାର Sushreejyoti Routray Sep 23, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ରୋଗୀ ଚିକିତ୍ସାରେ ଆସିଛି କିଛି ନୂଆ ନିୟମ । ଏଣିକି ଫାର୍ମାସିଷ୍ଟ ମାନେ ମଧ୍ୟ ରୋଗୀ ଦେଖିବା ସହିତ ଡାକ୍ତରଙ୍କ ଅନୁପସ୍ଥିତିରେ ଔଷଧ ଦେଇପାରିବେ । ଏନେଇ ବିଧିବଦ୍ଧ ଭାବରେ…
Featured Pegasus Spyware ମାମଲା; ତଦନ୍ତ କମିଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ Abinash Kumar Dhal Sep 23, 2021 ନୂଆଦିଲ୍ଲୀ: ପେଗାସସ ସ୍ପାଏୱେୟାର ମାମଲାରେ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନ୍ନା ତଦନ୍ତ କମିଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।…
Breaking News ଟ୍ରିପଲ୍ ମର୍ଡର୍ ଘଟଣା; ଠାବ ହେଲା ସ୍ୱାମୀର ମୃତଦେହ Odisha Bhaskar Bureau Sep 23, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଟ୍ରିପଲ୍ ମର୍ଡର୍ ଘଟଣାର ଆଉ ତାଜା ଅପଡେଟ୍ ଆସିଛି । ଏହି କ୍ରମରେ ,ସ୍ୱାମୀର ମୃତଦେହ ଠାବ ହୋଇଛି । ବ୍ରଜରାଜନଗର ଥାନା ଗଙ୍ଗାନଗର ଫାଟକପଡ଼ାର ଏକ କୂଅରେ ମୃତଦେହ ଠାବ ହୋଇଛି ।…
Breaking News କରୋନାର ଗମ୍ଭୀର ଲକ୍ଷଣରୁ ବଢ଼ିପାରେ ଡେଲିରିୟମର ରୋଗର ବିପଦ, ମସ୍ତିଷ୍କ ହୋଇପାରେ ଖରାପ Sushreejyoti Routray Sep 23, 2021 ୱଶିଂଟନ୍: କରୋନା ମହାମାରୀର ସଂକ୍ରମଣକୁ ନେଇ ନୂଆ ତଥ୍ୟ ଆଣିଛି ଆମେରିକାର ଏକ ଅଧ୍ୟୟନ । କରୋନା ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିବା ୧୫୦ ରୋଗୀଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ, ୭୩ ପ୍ରତିଶତ…
Breaking News ‘ମୋ ସ୍ତ୍ରୀ ଗାଧୋଉନି, ମୋତେ ଛାଡ଼ପତ୍ର ଦରକାର’ Odisha Bhaskar Bureau Sep 23, 2021 ଅଲୀଗଡ଼: ମୋ ସ୍ତ୍ରୀ ସବୁବେଳେ ଗାଧୋଉନି, ତେଣୁ ମୋତେ ଛାଡ଼ପତ୍ର ଦରକାର । ଜଣେ ମୁସଲିମ୍ ଯୁବକ ନିଜ ସ୍ତ୍ରୀ କୁ ଛାଡ଼ପତ୍ର ଦେବା ପାଇଁ ମହିଳା ସୁରକ୍ଷା ସେଲ୍ ପାଖରେ ଏପରି କିଛି କାରଣ ରଖିଛନ୍ତି । ଏହା ଶୁଣି ଯେ କେହି ବି…
Breaking News ସ୍ୱାସ୍ଥ୍ୟକର୍ମୀ ରୂପ ଧରି ଦୁଷ୍କର୍ମକାରୀଙ୍କୁ ଗିରଫ କଲା ପୋଲିସ୍, ଜାଣନ୍ତୁ ପୂରା ଘଟଣାକ୍ରମ Odisha Bhaskar Bureau Sep 23, 2021 ନୂଆଦିଲ୍ଲୀ: ଅପରାଧି କେତେ ବି ଚାଲାକ୍ ହେଉ ନା କାହିଁକି, ପୋଲିସ୍ ସବୁବେଳେ ତା ଠାରୁ ଦୁଇ ପାଦ ଆଗରେ ହିଁ ରହିଥାଏ । ଏପରି ଏକ ମାମଲା ରାଜଧାନୀ ଦିଲ୍ଲୀରୁ ସାମନାକୁ ଆସିଛି । ଏଠାରେ ପୋଲିସ୍ ଜଣେ ଗଣଦୁଷ୍କର୍ମକାରୀଙ୍କୁ…