ନିଆରା ବାହାଘର: ଭିକ ମାଗୁଥିବା ଝିଅକୁ ଭଲ ପାଇବସିଲା ଖାଦ୍ୟ ବାଣ୍ଟୁଥିବା ଯୁବକ, ଆଉ ତା’ପରେ
ଲକଡାଉନ ସମୟରେ ବହୁ କାହାଣୀ ସାମନାକୁ ଆସୁଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ କାନପୁରରେ ଏପରି ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ସେଠାରେ ଖାଇବା ବାଣ୍ଟୁ ବାଣ୍ଟୁ ଜଣେ ଯୁବକ ଭିକ…