ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଧିରେ ଧିରେ କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର କମୁଥିବାରୁ ହୀରାକୁଦ ଡ୍ୟାମର ୪ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ…

ପାକିସ୍ତାନ କ୍ରିକେଟ୍‌କୁ ନ୍ୟୁଜିଲାଣ୍ଡ ହତ୍ୟା କରିଦେଲା: ସୋଏବ ଅଖତାର୍

ରାୱଲପିଣ୍ଡି: ପୂର୍ବତନ ପାକିସ୍ତାନୀ ପେସ୍‌ ବୋଲର ସୋଏବ ଅଖତାର କହିଛନ୍ତି ଯେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ କ୍ରିକେଟକୁ ହତ୍ୟା କରିଦେଲେ । ମାତ୍ର ନ୍ୟୁଜିଲାଣ୍ଡ ଦଳ ମନେ ରଖିବା ଉଚିତ ଯେ ଏକଦା ପାକିସ୍ତାନ ଦଳ…

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା, ଏବେ ସୁଦ୍ଧା ୨ କୋଟି ରାଜ୍ୟବାସୀ ନେଲେଣି କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): କୋଭିଡ୍‌ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍‌ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି ।…

ରାଶିଫଳ(ଶନିବାର,୧୮ ସେପ୍ଟେମ୍ବର,୨୦୨୧)

ମେଷ - ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ ।…

୨୦୨୨ରେ ଲଞ୍ଚ ହେବ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’, ସୂଚନା ଦେଲା ଇସ୍ରାେ

ବେଙ୍ଗାଲୁରୁ : ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତ ନିଜର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ଆଗାମୀ ବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚମାସରେ ହାତକୁ ନେଇପାରେ । ତେବେ ଏହି ମିସନ ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାର ଥିଲା ।…

ଏସିସିବି ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଆଖିବୁଜିଲେ ଆଉ ଜଣେ ରୋଗୀ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

କଟକ (ଭାସ୍କର ନ୍ୟୁଜ୍‌): ବଡ ଡାକ୍ତରଖାନାରେ ୪ଜଣ ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଇତିମଧ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରକାଶ ଥାଉକି କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ…

ଟଙ୍କା ବର୍ଷା କରୁଛନ୍ତି ଏହି ତିନି କମ୍ପାନୀ , କର୍ମଚାରୀଙ୍କୁ ମିଳିବ ୧୨୦% ଅଧିକ ଦରମା 

ନୂଆଦିଲ୍ଲୀ- ଆଇଟି କର୍ମଚାରୀ ଙ୍କ ପାଇଁ ଖୁସି ଖବର । ବଢିବାକୁ ଯାଉଛି ସେମାନଙ୍କ ଦରମା ବିଭିନ୍ନ କ୍ଷେତ୍ରରେ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ଆଇଟି କର୍ମଚାରୀଙ୍କ ଦରମା କିନ୍ତୁ ବଢିବାରେ ଲାଗିଛି । ଇନଫୋସିସ…

କେବଳ ଇଂରାଜୀ ନୁହେଁ, ଏହିସବୁ ଭାଷାରେ ବି ତିଆରି ହୋଇପାରିବ ଆଧାର କାର୍ଡ; ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ଆଧାର କାର୍ଡ ହେଉଛି ବର୍ତ୍ତମାନ ସମୟରେ ଏକ ନିହାତି ଜରୁରୀ ଦସ୍ତାବିଜ୍ ଯାହା ଭାରତୀୟ ନାଗରିକଙ୍କ ପାଖରେ ରହିବା ଆବଶ୍ୟକ । ବ୍ୟାଙ୍କ ଖାତା ଖୋଲିବା ପାଇଁ, ଯାନବାହାନ ପଞ୍ଜୀକରଣ କରିବା ପାଇଁ ପ୍ରତ୍ୟେକଟି…

ମଉଳିଲା ଆଶା: ଜିଏସଟି ପରିସରଭୁକ୍ତ ହେବନି ପେଟ୍ରୋଲ-ଡିଜେଲ୍, ଜିଏସଟି ପରିଷଦର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ଵରେ ଜିଏସଟି ପରିଷଦର ୪୫ତମ ବୈଠକ ସଂପନ୍ନ ହୋଇଛି। ଆଶା କରାଯାଉଥିଲା ପେଟ୍ରୋଲ ଓ ଡିଜେଲ୍କୁ ଜିଏସଟି ପରିସରଭୁକ୍ତ କରାଯିବ। ହେଲେ ପେଟ୍ରୋଲ ଓ ଜିଏସଟିକୁ…

ଖୁସି ଖବର: ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ଡେଙ୍ଗୁ ଔଷଧ, ଜାଣନ୍ତୁ ମିଳିବ କେବେ

ନୂଆଦିଲ୍ଲୀ: ଡେଙ୍ଗୁ ରୋଗର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ସଫଳତା ପାଇଛନ୍ତି । ଲକ୍ଷ୍ନୌ କେନ୍ଦ୍ରୀୟ ଔଷଧି ଅନୁସନ୍ଧାନ ସଂସ୍ଥାନ (ସିଏସଆଇଆର-ସିଡିଆରଆଇ)ର ବୈଜ୍ଞାନିକମାନେ ଡେଙ୍ଗୁର ଡ୍ରଗ ଖୋଜି ପାଇଥିବା କୁହାଯାଉଛି…