ସିଆରପିଏଫ୍ କ୍ୟାଣ୍ଟିନରୁ ହଟିଲା ୧୦୦୦ରୁ ଅଧିକ ବିଦେଶୀ ସାମଗ୍ରୀ

କରୋନା ସଙ୍କଟ ଯୋଗୁଁ ଦେଶର ଅର୍ଥନୀତି ବିଗିଡି ଯାଇଛି । ଏଥିରେ ସୁଧାର ପାଇଁ ସ୍ୱଦେଶୀ ଉତ୍ପାଦନକୁ ବ୍ୟବହାର କରିବାରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ସିଆରପିଏଫ୍ କ୍ୟାଣ୍ଟିନରୁ ୧୦୦୦ରୁ ଅଧିକ ବିଦେଶୀ ମାଲକୁ…

ମଦ ପିଉଥିବା ଝିଅଙ୍କ ଭଲ ଗୁଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରାୟତଃ ନିଶା କରୁଥିବା ଲୋକଙ୍କ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ ହୋଇଥାଏ । ଏପରି କିଛି ଘଟଣା ଝିଅମାନଙ୍କ କ୍ଷେତ୍ରରେ ବି ଦେଖାଯାଏ । କଣ ଆପଣ ଜାଣନ୍ତି କି, ମଦ୍ୟପାନ କରୁଥିବା ଝିଅମାନଙ୍କ ସହ ଡେଟ୍ କରିବା ଦ୍ୱାରା…

ରାଶିଫଳ, (ମଙ୍ଗଳବାର, ଜୁନ୍ ୨/୨୦୨୦ )

ମେଷ:ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ ।…

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ

ପୁରୀ,୧/୬(ଓଡିଶା ଭାସ୍କର): ପୁରୀ ଗୋବର୍ଦ୍ଧନ ପୀଠରେ ସ୍ନାନ ପୂର୍ଣ୍ଣିମାକୁ ନେଇ ବୈଠକ ଶେଷ ହୋଇଛି । ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା, ରୁକ୍ମିଣୀ ହରଣ ନୀତି, ରଥଯାତ୍ରା…

ମଦ ପାଇଁ ଖୋଲିଲା ପୋର୍ଟାଲ, ଜାଣନ୍ତୁ କେଉଁ ପୋର୍ଟାଲରେ କରିବେ ପଞ୍ଜୀକରଣ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକଡାଉନ ରହିଥିଲା । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ଥିଲା । ଏହାପରେ କିଛିଟା କଟକଣା କୋହଳ ସହ ମଦ ହୋମ…

ବଜ୍ରପାତ ନେଲା ୩ଜୀବନ

ଗଞ୍ଜାମ , ୧ା୬(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ରାଜ୍ୟର କେତେକ ଜିଲ୍ଳାରେ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ୩ଜଣଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି । ଗଞ୍ଜାମ ସ୍ଥିତ ବୁଗୁଡ଼ା ବ୍ଲକ ଡ଼େଙ୍ଗାବାଡ଼ିଆ…

ଶପଥ ନେଲେ ଗଜେନ୍ଦ୍ର ମହାପାତ୍ର

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ହୋଇଛନ୍ତି ଗଜେନ୍ଦ୍ର ମହାପାତ୍ର । ଆଜି ଆୟୋଗର ସଦସ୍ୟ ଭାବେ ଶପଥ ନେଇଛନ୍ତି ଗଜେନ୍ଦ୍ର ମହାପାତ୍ର । ତାଙ୍କୁ ଶପଥ ପାଠ କରାଇଛନ୍ତି ଆୟୋଗର…

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍, ୧୯ରେ ୭ ରାଜ୍ୟର ୧୮ ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ, ୧ା୬: ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍ । ଆଜି ୭ଟି ରାଜ୍ୟର ୧୮ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ୧୯ଜୁନରେ ନିର୍ବାଚନ ହେବା ସହ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବା ନେଇ…

ରାଜ୍ୟରେ ନାଇଟ କର୍ଫ୍ୟୁର ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ଅନଲକ-୧ ନେଇ ସୂଚନା ଦେଇ କହିିଥିଲେ ଯେ ୩୦ଜୁନ ଯାଏଁ ଓଡ଼ିଶାରେ କଟକଣା ଜାରି ରହିବ ।…

ବଦଳିଗଲା ବିମାନର ସିଟ୍ ନିୟମ, ଜୁନ୍ ୩ରୁ ଲାଗୁ

କରୋନା ସଙ୍କଟ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି, କିନ୍ତୁ କମିନି ବିପଦ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ବିମାନ ଚଳାଚଳ ନିୟାମକ ବା ଡିଜିସିଏ ଏକ ନିଷ୍ପତ୍ତି ନେଇଛନ୍ତି ।…