କରୋନା: ବିଶ୍ୱର ସବୁଠାର ଅଧିକ ପ୍ରଭାବିତ ଦେଶ ତାଲିକାରେ ୭ମ ସ୍ଥାନରେ ପହଞ୍ଚିଲା ଭାରତ

ସମଗ୍ର ବିଶ୍ୱ ଏବେ କରୋନା କବଜାରେ । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଭାରତରେ ମଧ୍ୟ ୧ ଲକ୍ଷ ୯୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୫,୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ରୋଷେଇ ଘରକୁ ମହଙ୍ଗା ମାଡ: ବଢିଲା ଏଲପିଜି ସିଲିଣ୍ଡରର ଦାମ, ଜାଣନ୍ତୁ କେତେ

କରୋନା ଭାଇରସର ମୁକାବିଲା ଲାଗୁ ହୋଇଥିବା ଅନଲକ୍-୧ର ପ୍ରଥମ ଦିନରେ ହିଁ ସାଧାରଣ ଲୋକଙ୍କୁ ଶକ୍ତ ଝଟକା ଲାଗିଛି । ଦେଶର ତୈଳ ମାର୍କେଟିଙ୍ଗର ଏଚପିସିଏଲ, ବିପିସିଏଲ ଓ ଆଇଓସି କମ୍ପାନୀଗୁଡିକ ବିନା ସବସିଡି ଏଲପିଜି ଗ୍ୟାସ…

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୫୬ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରୁ ଆଜି ଗୋଟଏ ଦିନରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ୍…

ଗତ ୨୪ଘଣ୍ଟାରେ କରୋନା ନେଲା ୨୩୦ ଜୀବନ

ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ମଧ୍ୟ ୫ ହଜାର ୩୯୪କୁ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି ।…

ଆଜିଠୁ ତାଲାଖୋଲା ପ୍ରକ୍ରିୟା ଅନଲକ-୧.୦ ଆରମ୍ଭ

ଭୁବନେଶ୍ୱର, ୧/୬(ଓଡିଶା ଭାସ୍କର) : କରୋନା ସତର୍କତା ଦୃଷ୍ଟିରୁ ସାରା ଦେଶ ତାଲା ବନ୍ଦ ହୋଇ ରହିଥିଲା। କିନ୍ତୁ ଆଜିଠୁ ତାଲା ଖୋଲା ପ୍ରକ୍ରିୟା ଆରମ୍ଭ ହେବ।   ୨୦୦ ପାସେଞ୍ଜର ଟ୍ରେନ ଗଡ଼ିବା ସହ ରାତି ୯ଟାରୁ ସକାଳ ୫ ଟା…

ପରଲୋକରେ ମସହୂର ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍, ଶୋକରେ ବୁଡ଼ିଲା ବଲିଉଡ

ମୁମ୍ବାଇ,୧/୬: ବଲିଉଡ ଜଗତ ପାଇଁ କଳା ବାଦଲ ସାଜିଛି କରୋନା ଭାଇରସ। ଯାହା କବଳରେ ଆସି ମସହୂର ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କର ଆଜି ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ…

ଅଧିକ ସମୟ ମାସ୍କ ପିନ୍ଧିବା ହୋଇପାରେ ବିପଦ

କରୋନା ଭାଇରସର ମୁକାବିଲା କରିବା ପାଇଁ ଯଦି ଆପଣ ବି ଅଧିକ ସମୟ ଧରି ମାସ୍କ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଅଧିକ ସମୟ ଧରି ମାସ୍କ ପିନ୍ଧିବା ଦ୍ଵାରା ଲୋକମାନେ ଶ୍ବାସଜନିତ,ହୃଦ୍ ସମ୍ବନ୍ଧୀୟ…

ଜାଣନ୍ତୁ, ଆଜି କ’ଣ ରହିଛି ଆପଣଙ୍କ ରାଶିରେ (୧ା୬ା୨୦୨୦, ସୋମବାର)

ମେଷ:ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ ।…