ଅଡ଼-ଇଭିନ ଫର୍ମୁଲାରେ ରାଜ୍ୟରେ ଚାଲିବ ବସ୍

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ଗତ ଦୁଇ ଦିନ ହେବ ରାଜ୍ୟରେ ବସ୍ ଚଳାଚଳ ହୋଇଛି । କିନ୍ତୁ ସୋମବାରଠାରୁ ଅଡ଼-ଇଭିନ ନମ୍ବରରେ ରାଜ୍ୟରେ ବସ୍ ଚଳାଚଳ ହେବ ବୋଲି ସୂଚନା ମିଳିଛି । ଅଧିକାଂଶ ସହରରୁ ଦୈନିକ ୫ରୁ ୧୦ଟି ବସ୍…

କରୋନା ଭାଇରସ୍:୨୪ଘଣ୍ଟାରେ ଦେଶରେ ୨୬୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩୦ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର ୯୬୪ଜଣ…

ରାଜ୍ୟରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଆଉ ୯୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି ।…

ସରକାର ବର୍ଷ ପୂର୍ତ୍ତିରେ ମୋଦିଙ୍କ ଅଡ଼ିଓ ବାର୍ତ୍ତା

ନୂଆଦିଲ୍ଲୀ, ୩୦ା୫: ସରକାର ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଡ଼ିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ଘଡ଼ିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ଭାରତ…

ଘରୁ ବାହାରିବା ପୂର୍ବରୁ କାହିଁକି ଖାଇବା ଦହି- ଚିନି ? ଜାଣନ୍ତୁ

ଘରୁ ବାହାରୁଥିବା ବେଳେ ବା କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ । ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି । କିନ୍ତୁ ମିଠା ଦହି ଖାଇ ଘରୁ ବାହାରିଲେ କଣ ସୁଫଳ ମିଳେ ବୋଲି ଆପଣ…

ଓଲଟିଲା ବସ୍, ୩୦ ଆହତ

ବାଲେଶ୍ବର, ୩୦/୫(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ୧୬ ନଂ ଏନଏଚ୍ ମଙ୍ଗଳପୁର ନିକଟରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ସେଠାରେ ଏକ  ବସ୍  ଓଲଟି ପଡିଥିବା ନେଇ ସୂଚନା ମିଳିଛି।ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବସ୍…

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ନୂଆଦିଲ୍ଲୀ,୩୦/୫: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଆମେରିକା। WHO ସହ ସମ୍ପର୍କ ଛିନ୍ନ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି। ବର୍ଷକୁ  ଆମେରିକା…

ପଲିଥିନ୍ ବ୍ୟବହାରକାରୀମାନେ ହୁଅନ୍ତୁ ସାବଧାନ୍! ନଚେତ୍ ମାଡିପାରେ କରୋନା

ଯଦି ଆପଣ ବି ପଲିଥିନରେ ଫଳ ବା ପନିପରିବା ଆଣୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ପଲିଥିନ୍ ମାଧ୍ୟମରେ କରୋନା ଭାଇରସ୍ ଆପଣଙ୍କ ଘରେ ପହଞ୍ଚିବାର ସମ୍ଭାବନା ରହିଛି । ଡାକ୍ତରମାନଙ୍କ କହିବା ମୁତାବକ, ପଲିଥିନରେ…

ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (୩୦ା୫ା୨୦୨୦, ଶନିବାର)

ମେଷ -ଆଜି ଗୋଟିଏ ଦର୍ପଣ ନିଜ କୂଳ ପୂରୋହିତଙ୍କୁ ଦାନ କରନ୍ତୁ ଶୁଭ ଖବର ମିଳିବ, ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ସୁଖଶାନ୍ତି କାରକ ଦ୍ରବ୍ୟ ପ୍ରାପ୍ତି…

ନୂଆପଡାରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯/୫(ଓଡିଶା ଭାସ୍କର): ନୂଆପଡା ରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ସିନାପାଲି ରୁ ୩, ବୋଡେ଼ନରୁ ୩, ଖଡ଼ିଆଳରୁ ୪, ନୂଆପଡ଼ାରୁ ୨…