ଲକଡାଉନ୍ ନିୟମ ଭୁଲିଗଲେ ବିଜେପି ନେତା, କୋଳା-କୋଳି ହେବା ସହ ସାଙ୍ଗରେ ପିନ୍ଧିଲେ ଫୁଲମାଳ
କରୋନାର ମୁକାବିଲା କରିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ କିଛିଟା ନିୟମକୁ କୋହଳ କରାଯାଇଛି । କିନ୍ତୁ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ବୋଲି…