ପ୍ରତିଦିନ ଘରର ଏହି ୩ଟି ସ୍ଥାନରେ ଲଗାନ୍ତୁ ଦୀପ; ଦୂର ହୋଇଯିବ ଟଙ୍କାର ଅଭାବ, ଆସିବ ସୁଖ-ସମୃଦ୍ଧି
ଓଡ଼ିଶା ଭାସ୍କର ବ୍ୟୁରୋ: ଧନ ପ୍ରାପ୍ତି ପାଇ ମା ଲକ୍ଷ୍ମୀଙ୍କର ଆର୍ଶୀବାଦ ରହିବା ନିହାତି ଜରୁରୀ । ତେଣୁ ଲୋକ ମାନେ ମା' ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଆପଣ ଘରେ ଠିମ୍ ସ୍ଥାନରେ ଓ…